ରାୟଗଡ଼ା ଜିଲ୍ଲାରେ ଅବୈଧ ଗାଞ୍ଜିଆ ଚାଷ ଅଞ୍ଚଳକୁ କରାଗଲା ଫଳଚାଷରେ ପରିଣତ।

ରାୟଗଡ଼ା: ସୁରୁଳୁ ଜଙ୍ଗଳ, ଯାହା ପୂର୍ବରୁ ଅବୈଧ ଗାଞ୍ଜିଆ ଚାଷ ପାଇଁ କୁଖ୍ୟାତ ଥିଲା, ସେହି ଅଞ୍ଚଳରେ ଏବେ ପ୍ରଶାସନ ପକ୍ଷରୁ ନୂଆ ଆଦର୍ଶ ପଦକ୍ଷେପ ଗ୍ରହଣ କରାଯାଇଛି । ଚନ୍ଦ୍ରପୁର ଥାନା କର୍ମଚାରୀବୃନ୍ଦ, ଚନ୍ଦ୍ରପୁର ବ୍ଲକ ବିକାଶ ଅଧିକାରୀ (BDO),…

ବିଜୁ ଜନତା ଦଳରୁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ୱନ – ଦଳ ବିରୋଧୀ କାର୍ଯ୍ୟରେ ଆଶ୍ରିତ।

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳୀୟ ଶିଷ୍ଟାଚାର ଭଙ୍ଗ କରିବା ସହିତ ସହିତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ହେବାରୁ, ବିଜୁ ଜନତା ଦଳ ପକ୍ଷରୁ ଏହି…

ମାଲକାନଗିରି ସୀମାରେ ୧୬ ନକ୍ସଲଙ୍କ ଆତ୍ମସମର୍ପଣ।

ମାଲକାନଗିରି : ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସଙ୍କ ସମ୍ମୁଖରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ – ଲଚ୍ଛୁ ପଡ଼ିଆମି (୪୪), କେସା କୁଞ୍ଜାମ (୩୮), ମୁନ୍ନା ହେମଲା (୪୦), ଜରୁ ପଲ୍ଲଶ୍ର (୩୬),…

ଭୋଟର ତାଲିକା ଜାଲିଆତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ – ରାୟଗଡ଼ା ଯୁବକଂଗ୍ରେସର ସଚେତନତା ଅଭିଯାନ।

ରାୟଗଡ଼ା: ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟର ତାଲିକାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ନେଇ ଭାରତର ଜନନାୟକ ଶ୍ରୀ ରାହୁଲ ଗାନ୍ଧୀଜି ନିର୍ବାଚନ କମିଶନକୁ କଡ଼ା ପ୍ରଶ୍ନ କରିଥିଲେ । ନିର୍ବାଚନ କମିଶନଙ୍କ ଉତ୍ତର ପରେ ଦେଶର ଭୋଟର ତାଲିକାର ସ୍ବଚ୍ଛତା…

କୋଲନରାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆୟୋଜନ।

କୋଲନରା/ରାୟଗଡ଼ା, ୦୮/୦୯/୨୦୨୫ –ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି କୋଲନରା ବ୍ଲକ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମୂଲ୍ୟ କୁମାର ଧର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା…

🌐 ବିଶ୍ୱ ସାକ୍ଷରତା ଦିବସରେ ରାୟଗଡ଼ାରେ ବିଭିନ୍ନ କାର୍ଯ୍ୟକ୍ରମ।

ରାୟଗଡ଼ା, ୦୮/୦୯/୨୦୨୫ –ଦେଶର ପ୍ରଗତିରେ ଶିକ୍ଷାର ଭୂମିକା ଅସମାନ୍ୟ ଏବଂ ଅପରିହାର୍ଯ୍ୟ । ଏହାକୁ ମଧ୍ୟନଜରରେ ରଖି UNESCO ୧୯୬୬ ମସିହାରେ ପ୍ରତିବର୍ଷ ସେପ୍ଟେମ୍ବର ୮କୁ “ଆନ୍ତର୍ଜାତୀୟ ସାକ୍ଷରତା ଦିବସ” ଭାବରେ ପାଳନ କରିବାକୁ ଘୋଷଣା କରିଥିଲା । ତାହାନୁଯାୟୀ ଆଜି…

କାନ୍ସାରିଗୁଡାରେ ଆଧୁନିକ ପଶୁଚିକିତ୍ସାଳୟ ହେବ – ଆଦିତ୍ୟ ଅଲୁମିନା ଓ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟ ମଧ୍ୟରେ MoU ସାଇନ।

ରାୟଗଡ଼ା, ୫ ସେପ୍ଟେମ୍ବର: ଗ୍ରାମୀଣ ଅଞ୍ଚଳର ପଶୁ ସ୍ୱାସ୍ଥ୍ୟ ସେବା ଓ ସୁସ୍ଥିର ଜୀବିକାକୁ ଉନ୍ନତ କରିବା ପାଇଁ ରାୟଗଡ଼ା ଜିଲ୍ଲାର କାନ୍ସାରିଗୁଡାରେ ସ୍ଥିତ ଆଦିତ୍ୟ ଅଲୁମିନା ରିଫାଇନେରୀ (ହିନ୍ଦାଲକୋ – ଆଦିତ୍ୟ ବିର୍ଲା ଗ୍ରୁପ୍) ଓ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟ (CUTM)…

ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ।

ରାୟଗଡ଼ା, ୦୪ ସେପ୍ଟେମ୍ବର:ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୨୫ ଶିକ୍ଷାବର୍ଷର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଦିଗ୍ଦର୍ଶନ ଏବଂ ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ,…

“ସ୍ଥାନୀୟଙ୍କୁ ନିଯୁକ୍ତି ଦିଅ, ନହେଲେ ଖଣି ବନ୍ଦ କର” – କୋଡିଙ୍ଗାମାଳିରେ ଅଞ୍ଚଳବାସୀଙ୍କ ଗର୍ଜନ।

ରାୟଗଡ଼ା ୦୩/୦୯/୨୫ : କୋଡିଙ୍ଗାମାଳି ପାରିପାର୍ଶ୍ୱିକ ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କର ଲିଖିତ ଅଭିଯୋଗ ଆଧାରରେ ପୁଣିଥରେ ବଡ଼ ପ୍ରଶ୍ନ ଉଠିଛି – ସ୍ଥାନୀୟ ଯୁବକ–ଯୁବତୀମାନଙ୍କୁ ନିଯୁକ୍ତି ନାହିଁ, ଅଞ୍ଚଳରେ ଉନ୍ନୟନ ନାହିଁ, ତେବେ ଖଣି ଚାଳିବ କିପରି?୨୦୧୭ ମସିହାରୁ ଓଡିଶା ଖଣି…

ରାୟଗଡ ଜିଲ୍ଲାପାଳଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା।

ରାୟଗଡ / ଗୁଣପୁର / ରାମନାଗୁଡ଼ା, ତାରିଖ ୦୩-୦୯-୨୦୨୫ : ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି, ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ । ସେ ପ୍ରଥମେ କରଡା ଗ୍ରାମକୁ ଯାଇ…

error: Content is protected !!