ରାୟଗଡ଼ାରେ ବିଜେଡିର ନୂଆ ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ।

ରାୟଗଡ଼ା: ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ା ସଂଗଠନାତ୍ମକ ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ହୋଇଛି। ପୂର୍ବତନ ସମସ୍ତ ଆଦେଶକୁ ବତିଲ କରି ଶ୍ରୀ ପି. ଗୌରୀ ଶଙ୍କରଙ୍କୁ ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ…

ରାୟଗଡ଼ରେ ‘ସହଯୋଗ’ ସେବା ରଥର ଶୁଭାରମ୍ଭ, ଦୁଆରେ ପହଞ୍ଚିବ ୧୩ଟି ସରକାରୀ ସେବା।

ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଚଳିତ ଜନକଲ୍ୟାଣକାରୀ ପଦକ୍ଷେପ ‘ସହଯୋଗ’ ଅଧୀନରେ ରାୟଗଡ଼ ଜିଲ୍ଲାରେ ନାଗରିକମାନଙ୍କୁ ସହଜରେ ସରକାରୀ ସେବା ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟା…

କୋଲନରାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆୟୋଜନ।

କୋଲନରା/ରାୟଗଡ଼ା, ୦୮/୦୯/୨୦୨୫ –ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି କୋଲନରା ବ୍ଲକ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମୂଲ୍ୟ କୁମାର ଧର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା…

error: Content is protected !!