ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ।

ରାୟଗଡା ଜିଲ୍ଲାର ଟିକିରି ଅଞ୍ଚଳରେ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଆଜି କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରାଯାଇଛି।ଉତ୍କଳ ଆଲୁମିନା ସିଏସଆର ତରଫରୁ ଆୟୋଜିତ…

ରାଜ୍ୟସ୍ତରୀୟ ପୋଲିସ୍ ଡିଉଟି ମିଟ୍‌–୨୦୨୫ରେ “ଶ୍ରୀ କ୍ଷେତ୍ରମୋହନ ବିଶ୍ୱାଳ ଚ୍ୟାମ୍ପିଅନ୍‌ସିପ୍ ଶିଲ୍ଡ” ଜିତିଲା ରାୟଗଡା ପୋଲିସ୍ ଟିମ୍।

ରାୟଗଡା ପୋଲିସ୍ ଟିମ୍ ରାଜ୍ୟସ୍ତରୀୟ ପୋଲିସ୍ ଡିଉଟି ମିଟ୍–୨୦୨୫ ରେ ଶ୍ରେଷ୍ଠ ପ୍ରଦର୍ଶନ କରି “ଶ୍ରୀ କ୍ଷେତ୍ରମୋହନ ବିଶ୍ୱାଳ ଚ୍ୟାମ୍ପିଅନ୍‌ସିପ୍ ଶିଲ୍ଡ” ସହିତ ରୁ. ୨୫,୦୦୦/- ନଗଦ ପୁରସ୍କାର ଜିତିଛି। ସମଗ୍ର ପ୍ରତିଯୋଗିତାରେ ରାୟଗଡା ପୋଲିସ୍ ଟିମ୍ ୬ଟି ବିଭିନ୍ନ ଇଭେଣ୍ଟ୍‌ରେ…

କୁଟୁଲି କ୍ଲଷ୍ଟର ଅଶ୍ରମ ବିଦ୍ୟାଳୟରେ “ସୁରଭି 2025”

କୁଟୁଲି କ୍ଲଷ୍ଟର ଅଶ୍ରମ ବିଦ୍ୟାଳୟରେ “ସୁରଭି 2025” କାର୍ଯ୍ୟକ୍ରମ ଉତ୍ସାହମୟ ଭାବେ ଆୟୋଜିତ।ରାୟଗଡା ଜିଲ୍ଲାର ନକିଟି ବ୍ଲକ ଅନ୍ତର୍ଗତ କୁଟୁଲି କ୍ଲଷ୍ଟର ଅଶ୍ରମ ବିଦ୍ୟାଳୟରେ ବୁଧବାର ତାରିଖ 22/10/2025 ରେ “ସୁରଭି 2025” କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା। ଏହି…

ଉତ୍କଳ ଆଲୁମିନା ପକ୍ଷରୁ ମହାଡମ୍ବରରେ ଶାରଦୀୟ ଦୁର୍ଗା ପୂଜା ଆୟୋଜିତ।

ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପକ୍ଷରୁ ସ୍ଥାନୀୟ ଦଶହରା ପଡ଼ିଆରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଡମ୍ବରରେ ଆୟୋଜିତ ହୋଇଛି । ପାଞ୍ଚଦିନିଆ ଏହି ପୂଜାରେ ମା’ ଦୁର୍ଗାଙ୍କ ଆରାଧନାରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି।…

error: Content is protected !!