ରାୟଗଡା ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ବଜାରରେ ଥିବା ଏକ ସୁନା ଦୋକାନକୁ ନେଇ ବର୍ତ୍ତମାନ ସାଧାରଣ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପାଞ୍ଚ ବର୍ଷ ଧରି “ଶ୍ରୀ ଜୁଏଲର୍ସ” ନାମରେ ଚାଲୁଥିବା ଏହି ଦୋକାନର ସାଇନ୍ ବୋର୍ଡ ଉପରେ ହଠାତ୍…
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଓ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ “ଆମ ନୃତ୍ୟ ଆମ ସଂସ୍କୃତି” ନାମକ ସଂସ୍କୃତିକ କାର୍ଯ୍ୟକ୍ରମ ମହାଡମ୍ବରରେ ଉଦଯାପିତ ହୋଇଯାଇଛି।ଉତ୍କଳ ଆଲୁମିନାର ସିଏସଆର…
ରାୟଗଡା ୧୦/୦୩/୨୦୨୬ : ରାୟଗଡ଼ା ସହରରେ ନିର୍ମାଣାଧୀନ ଫ୍ଲାଏଓଭର୍ ବ୍ରିଜ୍ ଉପରେ ବେଆଇନ ଭାବେ ପ୍ରାଇଭେଟ୍ ଗାଡ଼ି ଚଳାଚଳ ହେଉଥିବା ଘଟଣା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଫ୍ଲାଏଓଭର୍ ବ୍ରିଜ୍ ଏପର୍ଯ୍ୟନ୍ତ କାମ ଚାଲିଥିବା ପର୍ଯ୍ୟାୟରେ ରହିଛି…
ରାୟଗଡ଼ା, ୯/୩: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଓ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ନୂଆପଡ଼ା ଟାଉନସିପ୍ ସ୍ଥିତ କ୍ଳବ୍ ହାଉସରେ…
ରାୟଗଡା: ରାୟଗଡା ସହରରେ ଲୁଟ ଘଟଣା ନାମରେ ଏକ ନାଟକୀୟ ଘଟଣା ସମ୍ମୁଖକୁ ଆସିଛି। ଆଜି ତା ୦୯.୦୩.୨୦୨୬ ରିଖରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଶ୍ରୀ ଅକ୍ଷୟ ବିବାର ରାୟଗଡା ଥାନାକୁ ଫୋନ କରି ଜଣାଇଥିଲେ ଯେ ତାଙ୍କ ସଂସ୍ଥାର ହିସାବ…
ରାୟଗଡା / କାଶୀପୁର , ୮ ମାର୍ଚ୍ଚ ୨୦୨୬: ରାୟଗଡା ଜିଲ୍ଲା କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ, ଯାହା ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ ଓ ଆଦିତ୍ୟ ବିର୍ଲା ଗ୍ରୁପ ଅଧୀନରେ ପରିଚାଳିତ, ସେଠାରେ ଆନ୍ତର୍ଜାତୀୟ ମହିଳା ଦିବସ–୨୦୨୬ କୁ “#GiveToGain”…
ଆମ୍ବଦଳା/ ରାୟଗଡ଼ା, ୫/୩/୨୬:ସାମ୍ବାଦିକଙ୍କ ନାଁରେ ମିଥ୍ୟା ଅଭିଯୋଗ ମାମଲାକୁ ନେଇ ରାୟଗଡ଼ା ଜିଲାରେ ଅସନ୍ତୋଷ ତେଜିବାରେ ଲାଗିଛି। ଦୋଷୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ରାୟଗଡ଼ା ଜିଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନର ସଦସ୍ୟ ତଥା ଜିଲାର ସାମ୍ବାଦିକମାନେ ଦାବି…
ମୁନିଗୁଡା, ୧-୩-୨୦୨୬:ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳେ ଜଣେ କମ୍ପ୍ୟୁଟର ଅପାରେଟରଙ୍କ ମୃତଦେହ ମିଳିଥିବା ଖବର ଚଞ୍ଚଳ ସୃଷ୍ଟି କରିଛି। ମୃତକଙ୍କ ନାମ ସୁଶାନ୍ତ ଗୌଡା ବୋଲି ଜଣାପଡ଼ିଛି, ସେ ମୁନିଗୁଡା ବ୍ଲକ କାର୍ଯ୍ୟାଳୟରେ କମ୍ପ୍ୟୁଟର ଅପାରେଟର…