ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ କମିଟିର ନୂତନ ଅଧ୍ୟକ୍ଷ ଭାବେ ରାଜେନ୍ଦ୍ର ଦୁରିଆଙ୍କୁ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଦଳର ଶୀର୍ଷ ନେତୃତ୍ୱ ପକ୍ଷରୁ ଆଧିକାରିକ ଘୋଷଣା ଜାରି କରାଯାଇଛି। ଦଳ ପାଇଁ ତାଙ୍କର ନିଷ୍ଠାପୂର୍ଣ୍ଣ ସେବାକୁ ସ୍ୱୀକୃତି ଦେଇ…
ବିଷମକଟକ, ରାୟଗଡ଼ା —ବିଷମକଟକ ବିଧାନସଭା ମଣ୍ଡଳ ଅନ୍ତର୍ଗତ କୋରାପୁଟ ଜିଲ୍ଲାର ବିଷମକଟକ ଠାରେ ଆଜି କଂଗ୍ରେସ ଦଳର ମହା ମିଶ୍ରଣ ପର୍ବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ହଜାର ହଜାର ଲୋକ ଭାରତୀୟ ଜାତୀୟ କଂଗ୍ରେସ–ଓଡ଼ିଶାରେ ସାମିଲ ହୋଇଛନ୍ତି।ମହା…
ରାୟଗଡ଼ା, ୨୬ ଜାନୁଆରୀ —ଭାରତର ୭୭ତମ ଗଣତନ୍ତ୍ର ଦିବସ ଅବସରରେ ସକାଳେ ରାୟଗଡ଼ା ରେଳୱେ ଷ୍ଟେସନ ସମ୍ମୁଖରେ ଅବସ୍ଥିତ ଇଷ୍ଟ କୋଷ୍ଟ ରେଳୱେ ଶ୍ରମିକ କଂଗ୍ରେସ (ରେଜି. ନଂ–୭୫୮, NFIR, INTUC ଓ ITF–ଲଣ୍ଡନ ସହ ସ୍ୱୀକୃତ) ରାୟଗଡ଼ା ଶାଖା କାର୍ଯ୍ୟାଳୟ…
ରାୟଗଡ଼ା: ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରବାସୀଙ୍କ ପାଇଁ ଏକ ଅଭିନବ ସେବା ଭାବେ ‘ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ’ — RRR କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଛି। ସହରର ଆହାର କେନ୍ଦ୍ର ନିକଟରେ…
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କ ହତ୍ୟା ଅଭିଯୋଗରେ ପୁଲିସ ପାଞ୍ଚ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଈଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି । ଦୋରାଗୁଡ଼ା…
ରାୟଗଡା : କାର୍ଯ୍ୟସ୍ଥଳ ସୁରକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟକେପୁର ସ୍ଥିତ ଜେକେ ପେପର୍ ମିଲ୍ସକୁ “ଦ୍ୱିତୀୟ ବାର୍ଷିକ ଗ୍ରୀନ୍ ଏନଭାଇରୋ ସେଫ୍ଟି ଏକ୍ସେଲେନ୍ସ ଆୱାର୍ଡ–୨୦୨୬”ର ପ୍ଲାଟିନମ୍ ଶ୍ରେଣୀ ପୁରସ୍କାରରେ ସମ୍ମାନିତ କରାଯାଇଛି।ଗ୍ରୀନ୍ ଏନଭାଇରୋ ଫାଉଣ୍ଡେସନ୍,…
ଟିକିରି, ତାରିଖ 15/01/2026 –ରାୟଗଡା ଜିଲ୍ଲାରେ ପୁଣି ଏକ ଦୁଃଖଦ ଘଟଣା। କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇ ପଦର ଗ୍ରାମର ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀ ଗୁରୁନାଥ ମାଝୀ (ବୟସ ପ୍ରାୟ 25 ବର୍ଷ),…
ନମସ୍କାର, ଆପଣମାନେ ଦେଖୁଛନ୍ତି ମା ଟିଭି ଓଡ଼ିଆ ଖବର।ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ରୁ ବୃଦ୍ଧି ପାଇ ୨୦୦ ହୋଇପାରେ। ଏନେଇ ବଡ଼ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀଙ୍କ…
ସମ୍ବଲପୁରର ଉପହାର ହୋଟେଲ ପ୍ୟାଲେସରେ ଚାଲିଥିବା ଜୁଆ ଖେଳ ଉପରେ ଧନୁପାଲି ପୋଲିସ ଚଢ଼ଉ କରିଛି। ହୋଟେଲର ରୁମ୍ ନମ୍ବର ୧୦୫ରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ପୋଲିସ ଏହି ଚଢ଼ଉ କରିଥିଲା।ଚଢ଼ଉ ସମୟରେ ପୋଲିସ ୯ ଜଣ ଜୁଆଡିଙ୍କୁ…
ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଚଳିତ ଜନକଲ୍ୟାଣକାରୀ ପଦକ୍ଷେପ ‘ସହଯୋଗ’ ଅଧୀନରେ ରାୟଗଡ଼ ଜିଲ୍ଲାରେ ନାଗରିକମାନଙ୍କୁ ସହଜରେ ସରକାରୀ ସେବା ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟା…