ରାୟଗଡା ଫାୟାରିଂ ଓ ନିଖିଲ ହାଡ଼ପ୍ପା ହତ୍ୟା ମାମଲାରେ ବଡ଼ ସଫଳତା : ବିହାରରୁ ୩ ଅଭିଯୁକ୍ତ ଗିରଫ।

ରାୟଗଡା ସହରର ଇନ୍ଦିରା ନଗର କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଚର୍ଚ୍ଚିତ ଫାୟାରିଂ ଓ ନିଖିଲ ହାଡ଼ପ୍ପା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ବିହାରରୁ କାବୁ କରିଛି ରାୟଗଡା ପୋଲିସ।…

ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ପ୍ରୋଭିଜନାଲ ଜିଲ୍ଲା ସଭାପତି ଭାବେ ମୋହନ ନାୟକ ନିଯୁକ୍ତ।

ରାୟଗଡା: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାୟଗଡା ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ଘୋଷଣା କରାଯାଇଛି। ମୋହନ ନାୟକଙ୍କୁ ତତ୍କାଳ ପ୍ରଭାବରୁ ରାୟଗଡା ଜିଲ୍ଲାର ପ୍ରୋଭିଜନାଲ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସମ୍ପର୍କରେ ଓଡ଼ିଶା…

ଆଦିତ୍ୟ ଆଲୁମିନାର ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ଯୁବତୀଙ୍କୁ ଦକ୍ଷତା ତାଲିମ, ମହିଳା ସଶକ୍ତିକରଣକୁ ନୂଆ ଗତି।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅନ୍ତର୍ଗତ Hindalco Industries Limited ର ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ସାମାଜିକ ପ୍ରୟାସ ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ସ୍ଥାନୀୟ ଯୁବତୀମାନଙ୍କୁ ପୋଷାକ ପ୍ରସ୍ତୁତି ତାଲିମ ପ୍ରଦାନ କରି ମହିଳା ସଶକ୍ତିକରଣ…

କୋଡୀଙ୍ଗାମାଳିରେ ବକ୍ସାଇଟ୍ ବିସ୍ତାରକୁ ବିରୋଧ – ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ତୀବ୍ର ପ୍ରତିବାଦ।

ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଧୀନ କୋଡୀଙ୍ଗାମାଳି ଅଞ୍ଚଳରେ ବକ୍ସସାଇଡ ନେଉଥିବା କମ୍ପାନୀଙ୍କ କାର୍ଯ୍ୟକଳାପକୁ ନେଇ ପୁଣିଥରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀର ବିସ୍ତାର ପରିକଳ୍ପନା ଓ ଜଣଶୁଣାଣି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ମତାମତକୁ ଅବହେଳା କରାଯାଉଛି।ଅଞ୍ଚଳବାସୀମାନେ…

ରାୟଗଡ଼ାର ବର୍ଣ୍ଣଲ୍ଲା ଧର୍ମରାଜୁ ଏନଏସଯୁଆଇ ଓଡ଼ିଶା ପ୍ରଦେଶ ରାଜ୍ୟ ସଚିବ ନିଯୁକ୍ତ।

ରାୟଗଡ଼ା : ରାୟଗଡ଼ା ସହର ଯେଦ୍ଦୁ ଷ୍ଟ୍ରିଟ୍‌ର ବାସିନ୍ଦା, ବର୍ଣ୍ଣଲ୍ଲା ୱେଙ୍କଟେଶ୍ୱରଙ୍କ ପୁଅ ବର୍ଣ୍ଣଲ୍ଲା ଧର୍ମରାଜୁଙ୍କୁ ଜାତୀୟ ଛାତ୍ର ସଂଘ (ଏନଏସଯୁଆଇ) ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଚିବ ଭାବେ ଚୟନ କରାଯାଇଛି।ରାୟଗଡ଼ା ଜିଲ୍ଲାରୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିବାରୁ…

କାଶୀପୁର ବ୍ଲକ କଂଗ୍ରେସ କମିଟିର ନୂତନ ଅଧ୍ୟକ୍ଷ ଭାବେ ରାଜେନ୍ଦ୍ର ଦୁରିଆ ନିଯୁକ୍ତ।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ କମିଟିର ନୂତନ ଅଧ୍ୟକ୍ଷ ଭାବେ ରାଜେନ୍ଦ୍ର ଦୁରିଆଙ୍କୁ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଦଳର ଶୀର୍ଷ ନେତୃତ୍ୱ ପକ୍ଷରୁ ଆଧିକାରିକ ଘୋଷଣା ଜାରି କରାଯାଇଛି। ଦଳ ପାଇଁ ତାଙ୍କର ନିଷ୍ଠାପୂର୍ଣ୍ଣ ସେବାକୁ ସ୍ୱୀକୃତି ଦେଇ…

ବିଷମକଟକରେ କଂଗ୍ରେସର ମହା ମିଶ୍ରଣ ପର୍ବ, ହଜାର ହଜାର କର୍ମୀଙ୍କ ଯୋଗଦାନ।

ବିଷମକଟକ, ରାୟଗଡ଼ା —ବିଷମକଟକ ବିଧାନସଭା ମଣ୍ଡଳ ଅନ୍ତର୍ଗତ କୋରାପୁଟ ଜିଲ୍ଲାର ବିଷମକଟକ ଠାରେ ଆଜି କଂଗ୍ରେସ ଦଳର ମହା ମିଶ୍ରଣ ପର୍ବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ହଜାର ହଜାର ଲୋକ ଭାରତୀୟ ଜାତୀୟ କଂଗ୍ରେସ–ଓଡ଼ିଶାରେ ସାମିଲ ହୋଇଛନ୍ତି।ମହା…

ରାୟଗଡ଼ ପୌରପରିଷଦ ପକ୍ଷରୁ ‘ରିଡ୍ୟୁସ୍,ରିୟୁଜ୍ ଏବଂ ରିସାଇକେଲ୍’ (RRR) କେନ୍ଦ୍ର ଉଦଘାଟନ ।

ରାୟଗଡ଼ା: ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରବାସୀଙ୍କ ପାଇଁ ଏକ ଅଭିନବ ସେବା ଭାବେ ‘ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ’ — RRR କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଛି। ସହରର ଆହାର କେନ୍ଦ୍ର ନିକଟରେ…

ଓଡ଼ିଶା ବିଧାନସଭା ସିଟ୍ ୧୪୭ରୁ ୨୦୦ ହେବାର ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ସଙ୍କେତ।

ନମସ୍କାର, ଆପଣମାନେ ଦେଖୁଛନ୍ତି ମା ଟିଭି ଓଡ଼ିଆ ଖବର।ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ରୁ ବୃଦ୍ଧି ପାଇ ୨୦୦ ହୋଇପାରେ। ଏନେଇ ବଡ଼ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀଙ୍କ…

ଭୋଟର ତାଲିକା ଜାଲିଆତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ – ରାୟଗଡ଼ା ଯୁବକଂଗ୍ରେସର ସଚେତନତା ଅଭିଯାନ।

ରାୟଗଡ଼ା: ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟର ତାଲିକାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ନେଇ ଭାରତର ଜନନାୟକ ଶ୍ରୀ ରାହୁଲ ଗାନ୍ଧୀଜି ନିର୍ବାଚନ କମିଶନକୁ କଡ଼ା ପ୍ରଶ୍ନ କରିଥିଲେ । ନିର୍ବାଚନ କମିଶନଙ୍କ ଉତ୍ତର ପରେ ଦେଶର ଭୋଟର ତାଲିକାର ସ୍ବଚ୍ଛତା…

error: Content is protected !!