ଆଦିତ୍ୟ ବିର୍ଲା ଗ୍ରୁପ୍ର ଅନ୍ତର୍ଗତ Hindalco Industries Limited ର ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ସାମାଜିକ ପ୍ରୟାସ ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ସ୍ଥାନୀୟ ଯୁବତୀମାନଙ୍କୁ ପୋଷାକ ପ୍ରସ୍ତୁତି ତାଲିମ ପ୍ରଦାନ କରି ମହିଳା ସଶକ୍ତିକରଣ…
ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡାଇଁଲେଡ଼ିରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟକୁ ଯାଇ ଦେଖାଗଲା ଯେ, ଛୋଟ ଛୋଟ ଶିଶୁମାନେ ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ତଳକୁ ମେଟ୍ରେସ୍…
ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳୀୟ ଶିଷ୍ଟାଚାର ଭଙ୍ଗ କରିବା ସହିତ ସହିତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ହେବାରୁ, ବିଜୁ ଜନତା ଦଳ ପକ୍ଷରୁ ଏହି…
ରାୟଗଡ଼ା ବିଜେଡ଼ିରେ ଦୀର୍ଘଦିନ ଧରି ଚାଲିଥିବା ଗୋଷ୍ଠୀକନ୍ଦଳ ଶେଷ ହେବ କି? ଏହି ପ୍ରଶ୍ନକୁ କେନ୍ଦ୍ର କରି ଦଳୀୟ ମହଲରେ ଏବେ ଗରମାଗରମ ଚର୍ଚ୍ଚା ଚାଲିଛି। ଜିଲ୍ଲା ସଭାପତି ପଦକୁ ନେଇ ନେତା, କାର୍ୟକର୍ତ୍ତା ଓ ସମର୍ଥକମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି…