ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର।

26/05/2026 : ବ୍ରହ୍ମପୁର ଗିରିରୋଡରେ ଯୁବକଙ୍କୁ ଆକ୍ରମଣ ଘଟଣାପୁଣି ଆଉ ୨ଜଣଙ୍କୁ ଏନକାଉଣ୍ଟର କରିଛି ପୋଲିସରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାକୁ ପୋଲିସର ଏନକାଉଣ୍ଟରପୋଲିସକୁ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରିଥିଲେପୋଲିସ ନିଜର ସୁରକ୍ଷା ପାଇଁ ଉଭୟଙ୍କୁ ଏନକାଉଣ୍ଟର କରିଛିରଞ୍ଜନଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି ସରୋଜର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛିସୁଧୀର ହତ୍ୟାକାଣ୍ଡରେ ସୁପାରି କିଲର ଥିଲେ ରଞ୍ଜନ ଓ ସରୋଜଆହତ ୨ ଅଭିଯୁକ୍ତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତିପୂର୍ବରୁ ଘଟଣାରେ ୯ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

Leave a Reply

Your email address will not be published. Required fields are marked *

error: Content is protected !!