ରାୟଗଡା ପୌରପରିଷଦରେ “ସ୍ୱାୟତ୍ତ ଶାସନ ଦିବସ–୨୦୨୫” ଉତ୍ସବମୟ ପରିବେଶରେ ପାଳନ।

ରାୟଗଡା, ୩୧ ଅଗଷ୍ଟ ୨୦୨୫ (ରବିବାର):ଆଜି ଦିନ ୧୧ଟା ସମୟରେ ରାୟଗଡା ପୌର ପରିଷଦ ସ୍ଥିତ ଅଡିଟୋରିୟମ୍‌ରେ “ସ୍ୱାୟତ୍ତ ଶାସନ ଦିବସ –୨୦୨୫” ଉତ୍ସବମୟ ପରିବେଶରେ ପାଳନ କରାଗଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ…

କେରଡା ଅଫ୍‌ ଶପ୍‌ରେ ନିୟମ ଉଲ୍ଲଙ୍ଘନ !ସାପ୍ତାହିକ ବଜାର ଦିନରେ ସକାଳୁ ଦୋକାନ ଖୋଲିଲେ — ପ୍ରଶ୍ନଚିହ୍ନରେ ଅଭିଯାନ!

ରାୟଗଡ଼ା ୩୦/୦୮/୨୦୨୫ : ଆଜି ସକାଳ ୯ଟା ୪୧ମି. ସମୟରେ କେରଡା ଅଞ୍ଚଳରେ ଥିବା IMFL ଅଫ୍‌ ଶପ୍‌ଟି ଖୋଲା ଅବସ୍ଥାରେ କ୍ୟାମେରାରେ ଧରାପଡ଼ିଛି।ସାଧାରଣତଃ ଏହି ପ୍ରକାରର ଅଫ୍‌ ଶପ୍‌ଗୁଡ଼ିକ ନିର୍ଦ୍ଧାରିତ ସମୟ ପରେ ଖୋଲିବା କଥା ଥିଲେମଧ୍ୟ, ଆଜି ଶନିବାର…

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର।

ରାୟଗଡା , ୨୮/୮; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି । ଯଦ୍ୱାରା କାରଖାନା ପ୍ରଭାବିତ…

ବିଶାଖାପଟ୍ଟଣମ୍ – କୋଥାଭାଲସା ମଧ୍ୟରେ ୬ଟି ବୋଗି ଲାଇନ୍ଚ୍ୟୁତ(Wagon’s Derailed)

ଆଜି ସକାଳ ୬ଟା ୧୪ରେ ବିଜୟନଗରମ୍ (VZM) – କୋଟାଭାଲସା (KNGK/BCN) ମଧ୍ୟରେ ଏକ ଟ୍ରେନ୍‌ର ୬ଟି ବୋଗି ଲାଇନ୍ଚ୍ୟୁତ ହୋଇଛି ।ଏହା ପରେ ରେଳ ଯାତାୟାତରେ ବାଧା ସୃଷ୍ଟି ହୋଇ, ବହୁ ଯାତ୍ରୀ ଟ୍ରେନ୍‌କୁ କଣ୍ଟ୍ରୋଲ୍ କରାଯାଇଛି । ପ୍ରଭାବିତ…

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ।

ରାୟଗଡ଼ା : ତା : ୨୮ /୦୮/୨୫ ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି…

ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ ।

ରାୟଗଡା/ଗୁଣପୁର, ୨୬ ଅଗଷ୍ଟ –ରାୟଗଡା ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ବାଇପାସ ଛକ ଓ କଲେଜ ସମ୍ମୁଖରେ ଆଜି ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୮ ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଇବାକୁ…

ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସରେ ରାୟଗଡ ପୌରପରିଷଦର ପ୍ରତିଯୋଗିତା।

ରାୟଗଡ, 25 ଅଗଷ୍ଟ –ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ ପୌରପରିଷଦ ତରଫରୁ ଆଜି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସହର ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର କନିଷ୍ଠ ଓ ବିରିଷ୍ଟ ଗ୍ରୁପ…

ବିଜେଡି ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୁଧୀର କୁମାର ଦାସଙ୍କ ସାକ୍ଷାତ।

ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକର ବରିଷ୍ଠ ବିଜେଡି ନେତା ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଆ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପାଇବା ସହିତ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାସ ଡାକ୍ତରଖାନାକୁ ପହଞ୍ଚି,…

ରାୟଗଡ଼ା ବିଜେଡ଼ିରେ ନୂତନ ନେତୃତ୍ୱକୁ ନେଇ ଚର୍ଚ୍ଚା।

ରାୟଗଡ଼ା ବିଜେଡ଼ିରେ ଦୀର୍ଘଦିନ ଧରି ଚାଲିଥିବା ଗୋଷ୍ଠୀକନ୍ଦଳ ଶେଷ ହେବ କି? ଏହି ପ୍ରଶ୍ନକୁ କେନ୍ଦ୍ର କରି ଦଳୀୟ ମହଲରେ ଏବେ ଗରମାଗରମ ଚର୍ଚ୍ଚା ଚାଲିଛି। ଜିଲ୍ଲା ସଭାପତି ପଦକୁ ନେଇ ନେତା, କାର୍ୟକର୍ତ୍ତା ଓ ସମର୍ଥକମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି…

ଆବାସିକ ବାଳିକା ବିଦ୍ୟାଳୟ ପରିସରରେ ଦୋକାନ।

ରାୟଗଡା ଜିଲ୍ଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଡଙ୍ଗାସିଲ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୩୮ ଛାତ୍ରୀ…

error: Content is protected !!