ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଭୂସଂରକ୍ଷଣ ଓ ଜଳସଂରକ୍ଷଣ ବିଭାଗର ସଂଯୁକ୍ତ ନିର୍ଦ୍ଦେଶକ ଶ୍ରୀ ଦୟାନିଧି ବାଘଙ୍କ ବିରୋଧରେ ଆୟର ଚିହ୍ନିତ ଉତ୍ସ ବହିର୍ଗତ ସଂପତ୍ତି ରଖିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକ ବ୍ୟାପକ ତଳାସି ଅଭିଯାନ ଚାଲିଛି।୨୦୨୫ ଜୁନ ୩୦…
ଓଡ଼ିଶା ଭ୍ରଷ୍ଟାଚାର ଦମନ ବିଭାଗ (Vigilance) ଏହିଦିନ ରାୟଗଡା ଜିଲ୍ଲାର ପୂର୍ବତନ ପ୍ରୋଜେକ୍ଟ ଡିରେକ୍ଟର, ଜଳଗତ ବିକାଶ ବିଭାଗ, ଶ୍ରୀ ଦୟାନିଧି ବାଘଙ୍କ ବିରୁଦ୍ଧରେ ୮ଟି ସ୍ଥାନରେ ଏକ ସମନ୍ୱିତ ଦାଖଲ ଆୟ ଅନୁସନ୍ଧାନ (Disproportionate Assets Search) ଅଭିଯାନ ଆରମ୍ଭ…
ରାୟଗଡା ରୁ ମା ଟିଭି ଓଡ଼ିଆ ନ୍ୟୁଜ।ଜେ.କେ. କାଗଜ କଳକୁ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ଦ୍ୱାରା ପାରିପାର୍ଶ୍ୱିକ ଉନ୍ନୟନ ଓ ପରିବେଶ ସୁରକ୍ଷା ପାଇଁ ଦୁଇଟି ଜାତୀୟ ପୁରସ୍କାର ଦିଆଯାଇଛି। ଗତ ୧୪ ଜୁନ ୨୦୨୫, ନୂଆଦିଲ୍ଲୀରେ ଅନୁଷ୍ଠିତ ଗ୍ରୀନଟେକ ସିଏସଆର…
ରାୟଗଡ଼ା/ଟିକିରୀ: ୨୨/୬/୨୦୨୫:-୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ଟିକିରୀ ଅଞ୍ଚଳରେ ଉତ୍ସାହ ଓ ଉତ୍ସବମୂଡ଼ରେ ଏହି ଦିବସ ପାଳନ କରିଛି। କମ୍ପାନୀର ନୂଆପଡ଼ା ଓ ଓଷାପଡ଼ା ଟାଉନସିପ୍ ଠାରେ…
୨୦୨୫ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” ଭାବନାକୁ ଆଧାର କରି ଏକ ବିଶେଷ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଅନ୍ତର୍ଗତ ଛାନ୍ଦିଲିର RO ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଛି। ଏହି ଯୋଗ…
ରାୟଗଡା: ଆଜି ୨୦ ଜୁନ ୨୦୨୫ ତାରିଖରେ ପ୍ରେସ୍ ୟୁନିଅନ୍ ରାୟଗଡା ତାଙ୍କ ୯ତମ ବାର୍ଷିକ ସମ୍ମିଳନ ବଡ଼ ଧୁମଧାମରେ ଉଦ୍ଯାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଇତିରାଣୀ ସାମନ୍ତ [ସମ୍ପାଦକ କାଦମ୍ବିନୀ] ଉପସ୍ଥିତ ଥିଲେ ଓ…
ରାୟଗଡା ୨୦ ଜୁନ୍ ୨୦୨୪ରେ ରାୟଗଡା ଜିଲ୍ଲା ପ୍ରଶାସନ, ଦ୍ୱାରା ବିକାଶ ମେଳା ୨୦୨୪ ଅବସରରେ ଗଣଦୌଡ଼କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ, ଯୋଗ ଓ ଫିଟ୍ନେସ୍ ବାବଦରେ ସଚେତନ କରିବା।
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ଗାଁରେ ରଜ ପର୍ବ ଦିନେ ଘଟିଛି ଏକ ଦୁଃଖଦ ଘଟଣା। ଏକ କଲେଜ ପଢୁଥିବା ଯୁବତୀଙ୍କ ମୃତଦେହ ମିଳିଥିବା ଘଟଣାରେ, ପ୍ରେମ ସମ୍ପର୍କ ଓ ବ୍ୟାପାର ଜଡିତ ଥିବା ସନ୍ଦେହ ଉଠିଛି।ସ୍ଥାନୀୟ ଲୋକଙ୍କ…
ଭୁବନେଶ୍ୱର, :୬ଠ ରାଜ୍ୟ ବିତ୍ତ ଆୟୋଗ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ସହିତ ସାଭା କରି ସ୍ଥାନୀୟ ନିକାୟଗୁଡ଼ିକୁ ଶକ୍ତିଶାଳୀ କରିବା ଦିଗରେ ମୂଲ୍ୟବାନ ପରାମର୍ଶ ଅଭିଲାଷି ହୋଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ବିତ୍ତ ଆୟୋଗର ଅଧିକୃତ…
ଆଜି ସକାଳେ ରାଉରକେଲା ବନ୍ଧମୁଣ୍ଡା ରେଳ ସେକ୍ଟର-ଏ ଅଞ୍ଚଳରେ ଏକ ଅନୁପମ ଦୃଶ୍ୟ ଦେଖିବାକୁ ମିଳିଲା। ଟ୍ରେନ ଟ୍ରାକ୍ରେ ପାର ହେଉଥିବା ୧୪ ଟିକିଆ ହାତୀପଲ ଦେଖି ଟ୍ରେନକୁ ଅଧ ଘଣ୍ଟା ଧରି ଅଟକାଇ ରଖିଥିଲେ ଟ୍ରେନ ଚାଳକ। ଲାଇନ କ୍ଲିୟାର୍…