ରାୟଗଡା ପ୍ରେସ୍‌ ଇୟୁନିଅନ ର ନବମ ପ୍ରତିଷ୍ଠା ଦିବସ।

ରାୟଗଡା: ଆଜି ୨୦ ଜୁନ ୨୦୨୫ ତାରିଖରେ ପ୍ରେସ୍ ୟୁନିଅନ୍ ରାୟଗଡା ତାଙ୍କ ୯ତମ ବାର୍ଷିକ ସମ୍ମିଳନ ବଡ଼ ଧୁମଧାମରେ ଉଦ୍ଯାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଇତିରାଣୀ ସାମନ୍ତ [ସମ୍ପାଦକ କାଦମ୍ବିନୀ] ଉପସ୍ଥିତ ଥିଲେ ଓ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ ଡକ୍ଟର ନିଖୂଳ ଗୌଡ଼ ପ୍ରାଧ୍ୟାପକ (କେ ଏମ୍ ସି ମୁଖ୍ୟ) କେନ୍ଦ୍ରିୟ ବିଶ୍ବ ବିଦ୍ୟାଳୟ, କୋରାପୁଟ, ସନ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ଦକ୍ଷ୍ଣ ସ୍ୱାମୀ ଭସ୍କର ତୀର୍ଥ, ସଭାପତି ଆଖିଲା ଭାରତୀୟ ସନ୍ଥା ସମିତି।

oplus_8650752

ଏହି ବାର୍ଷିକ ମିଳନୀର ଉଦ୍ଦେଶ୍ୟ ଥିଲା ଉପଜିଲ୍ଲା ଓ ଜିଲ୍ଲା ସ୍ତରରେ କାମ କରୁଥିବା ସାମ୍ବାଦିକମାନେ ସହିତ ସାଂଘିକ ଏବଂ ପେଶାଗତ ଅନୁବନ୍ଧ ଗଢ଼ିବା, ଏବଂ ମିଳିତ ଭାବରେ ଗୋଟିଏ ମଞ୍ଚରୁ ଗଳା ଉଠାଇବା।

oplus_8650752

ପ୍ରେସ୍‌ ଇୟୁନିଅନ ରାୟଗଡା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ନିଆଯାଇଥିଲା। ଅନେକ ସାମ୍ବାଦିକ, ଅତିଥି ଓ ସାଧାରଣ ଜନତାଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ଗାମ୍ଭୀର୍ୟ ଓ ଗରିମା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!