ରାୟଗଡ଼ାରେ ସାମ୍ବାଦିକ ସଂଘର ୬ ଦଫା ଦାବିପତ୍ର ପ୍ରଦାନ।

ରାୟଗଡ଼ା, ଏପ୍ରିଲ ୨୯ — ଆଜି ଦୁପୁର ୧୨ଟା ସମୟରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି କରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ୬ ଦଫା ଦାବିପତ୍ର ରାୟଗଡ଼ା ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ…

ଆଦିତ୍ୟ ଆଲୁମିନାର ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ଯୁବତୀଙ୍କୁ ଦକ୍ଷତା ତାଲିମ, ମହିଳା ସଶକ୍ତିକରଣକୁ ନୂଆ ଗତି।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅନ୍ତର୍ଗତ Hindalco Industries Limited ର ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ସାମାଜିକ ପ୍ରୟାସ ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ସ୍ଥାନୀୟ ଯୁବତୀମାନଙ୍କୁ ପୋଷାକ ପ୍ରସ୍ତୁତି ତାଲିମ ପ୍ରଦାନ କରି ମହିଳା ସଶକ୍ତିକରଣ…

ଜେ.କେ.ପୁରରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ – ଆଧ୍ୟାତ୍ମିକ ମାହୋଲରେ ମୁଗ୍ଧ ଭକ୍ତଜନ।

ଜେ.କେ.ପୁରରେ ନୂତନ ନିର୍ମିତ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଆୟୋଜିତ ସପ୍ତାହ ବ୍ୟାପୀ ମହୋତ୍ସବ ଏବେ ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗାଇଯାଇଛି। ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନ ୧୮ ଏପ୍ରିଲ୍ ୨୦୨୬ ରୁ ଆରମ୍ଭ ହୋଇ ୨୪…

ଶିକ୍ଷାଳୟରେ ଶିଶୁ ଶ୍ରମ! ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀଙ୍କୁ କରାଯାଉଛି କାମ।

ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡାଇଁଲେଡ଼ିରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟକୁ ଯାଇ ଦେଖାଗଲା ଯେ, ଛୋଟ ଛୋଟ ଶିଶୁମାନେ ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ତଳକୁ ମେଟ୍ରେସ୍…

ଚୋରି କାଣ୍ଡର ପର୍ଦାଫାଶ – ୪୩୦ ଗ୍ରାମ ସୁନା ଓ ୮୨୦ ଗ୍ରାମ ରୂପା ଜବତ, ଜଣେ ଗିରଫ।

ରାୟଗଡା ଜିଲ୍ଲାର ବିସମକଟକ ଥାନା ଅଞ୍ଚଳରେ ଘଟିଥିବା ଚୋରି ଘଟଣାର ପର୍ଦାଫାଶ କରିଛି ପୋଲିସ। ବିସମକଟକ ଥାନା କେସ୍ ନମ୍ବର ୫୫/୨୬ ତାରିଖ ୧୫.୦୪.୨୦୨୬ ଅନୁଯାୟୀ ରଜୁ ହୋଇଥିବା ଏହି ମାମଲାରେ ପୋଲିସ ମେଟିକ୍ୟୁଲସ୍ ତଦନ୍ତ କରି ଚୋରି ହୋଇଥିବା ସମସ୍ତ…

କୋଡୀଙ୍ଗାମାଳିରେ ବକ୍ସାଇଟ୍ ବିସ୍ତାରକୁ ବିରୋଧ – ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ତୀବ୍ର ପ୍ରତିବାଦ।

ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଧୀନ କୋଡୀଙ୍ଗାମାଳି ଅଞ୍ଚଳରେ ବକ୍ସସାଇଡ ନେଉଥିବା କମ୍ପାନୀଙ୍କ କାର୍ଯ୍ୟକଳାପକୁ ନେଇ ପୁଣିଥରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀର ବିସ୍ତାର ପରିକଳ୍ପନା ଓ ଜଣଶୁଣାଣି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ମତାମତକୁ ଅବହେଳା କରାଯାଉଛି।ଅଞ୍ଚଳବାସୀମାନେ…

ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା – କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀ ବାହାରେ ପଢୁଛନ୍ତି!

ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି।ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍…

ଉତ୍କଳ ହସପିଟାଲରେ ସୁଦୃଢ ସ୍ୱାସ୍ଥ୍ୟସେବା – ଦକ୍ଷିଣ ଓଡ଼ିଶାରେ ନୂଆ ଆଶାର କିରଣ।

ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନସ୍ଥ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ବା ୟୁଏଆଇଏଲ୍‌ ପକ୍ଷରୁ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରେ ଉତ୍କଳ ହସପିଟାଲ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ କରାଯାଉଛି।ଏହି ହସପିଟାଲ ଦୁର୍ଗମ ଅଞ୍ଚଳର…

ରାୟଗଡା-କନ୍ଧମାଳ ସୀମାରେ ବିଶାଳ ମାଓବାଦୀ ସାମଗ୍ରୀ ଜବତ।

ରାୟଗଡା, ୩୧/୦୩/୨୦୨୬: ରାୟଗଡା ଜିଲ୍ଲାରେ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଡିଭିଏଫ୍ (DVF) ରାୟଗଡା ଦ୍ୱାରା ରାୟଗଡା-କନ୍ଧମାଳ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ସଂଗଠନର ଅନେକ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୂଚନା…

error: Content is protected !!