ରାୟଗଡା ସହରର ଇନ୍ଦିରା ନଗର କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଚର୍ଚ୍ଚିତ ଫାୟାରିଂ ଓ ନିଖିଲ ହାଡ଼ପ୍ପା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ବିହାରରୁ କାବୁ କରିଛି ରାୟଗଡା ପୋଲିସ।…