ରଘୁନାଥପୁରରେ ‘ନିଶା ମୁକ୍ତ ଅଭିଯାନ’ ଜାଗୃତି କାର୍ୟକ୍ରମ ଆୟୋଜିତ।

ଗଜପତି ଜିଲ୍ଲାର ଆର୍.ଉଦୟଗିରି ଅଞ୍ଚଳ ଅନ୍ତର୍ଗତ ଜିରାଙ୍ଗ ଫାଣ୍ଡି ଏରିଆର ରଘୁନାଥପୁର ଗ୍ରାମରେ ଆଜି ତାରିଖ 25-02-2026 ରେ ନିଶା ନିବାରଣ ସମ୍ବନ୍ଧୀୟ ଜାଗୃତି କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟକ୍ରମଟି Government Polytechnic Gajapati ତରଫରୁ ଆୟୋଜନ କରାଯାଇଥିଲା।ମେକାନିକାଲ ଇଞ୍ଜିନିୟରିଂ…

ବିଷମକଟକରେ ଦୁଃଖଦ ଘଟଣା: ୪୮ ଦିନର ସଂଘର୍ଷ ପରେ ଛାତ୍ର ବୀରେନଙ୍କ ମୃତ୍ୟୁ, ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା।

ବିଷମକଟକ ୨୫/୦୨: ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ ପାଇକଡାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ଭାବେ ପୋଡ଼ିଯାଇଥିବା ସପ୍ତମ ଶ୍ରେଣୀର ଛାତ୍ର ବୀରେନ ଟାକ୍ରିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ୪୮ ଦିନ ଧରି ଜୀବନ…

ଡିଜିଟାଲ ଭାରତ ସହ ପଦକ୍ଷେପ – ମାଁ ମଜିଘରିଆଣୀ ମନ୍ଦିରରେ ଆରମ୍ଭ ହେଲା ଇ-ହୁଣ୍ଡି ବ୍ୟବସ୍ଥା।

ରାୟଗଡା : ଡିଜିଟାଲ ଭାରତ ଅଭିଯାନ ସହ ପଦକ୍ଷେପ ମିଳାଇ ରାୟଗଡାର ପ୍ରସିଦ୍ଧ ଶକ୍ତିପୀଠ ମାଁ ମଜିଘରିଆଣୀ ମନ୍ଦିରରେ ଆରମ୍ଭ ହୋଇଛି ଇ-ହୁଣ୍ଡି (ଇ-ଦାନ ପେଟି) ବ୍ୟବସ୍ଥା। ବର୍ତ୍ତମାନ ଭକ୍ତମାନେ ସହଜରେ UPI ମାଧ୍ୟମରେ ମନ୍ଦିର ପରିସରରେ କିମ୍ବା ଘରେ ବସି…

ରାୟଗଡାରେ ସଂସ୍କୃତ ଶିକ୍ଷକଙ୍କ ଆତ୍ମହତ୍ୟା, ରେଲ ଲାଇନ୍ ପାଖରେ ମିଳିଲା ସୁଇସାଇଡ୍ ନୋଟ୍।

ରାୟଗଡା ୨୩/୦୨: ରାୟଗଡା ସହରରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାନନ ଚୌଧୁରୀ (ବୟସ୍ ପ୍ରାୟ ୫୫ ବର୍ଷ), ଯିଏ କି ଜେମାଦେଇଏପେଣ୍ଟ ଅଞ୍ଚଳର କଳିଙ୍ଗା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ, ସେ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ…

ରାୟଗଡାରେ ହୃଦୟବିଦାରକ ଘଟଣା – ରାସ୍ତା ପାଖରେ ନବଜାତ ଶିଶୁର ମୃତଦେହ ଉଦ୍ଧାର।

ରାୟଗଡା୨୦/୦୨: ଆଜି ପ୍ରଭାତ ସମୟରେ ରାୟଗଡା ସହରର ଗୋଦାବରୀ ନଗର ଅଞ୍ଚଳରେ, Rayagada College ପଛ ଗେଟ୍‌ ନିକଟରେ ଏକ ହୃଦୟବିଦାରକ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତା ପାଖରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବାକୁ ସ୍ଥାନୀୟ ଲୋକେ…

ରାୟଗଡ଼ ପୌରପରିଷଦରେ ଭବ୍ୟ “ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ” ଅନୁଷ୍ଠିତ।

ରାୟଗଡ଼ ୧୮/୦୨: ଆଜି ରାୟଗଡ଼ ପୌରପରିଷଦ ଅଡିଟୋରିୟମ୍‌ ପରିସରରେ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ “ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ” ଅନୁଷ୍ଠିତ ହୋଇଯାଇଛି।ନିଷ୍ଠା ଓ ସମର୍ପଣଭାବରେ କାର୍ଯ୍ୟ କରୁଥିବା କିଛି ଚୟନିତ…

ରାୟଗଡ଼ାରେ ବନ୍ଧୁତାପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍ ମ୍ୟାଚ୍–୨୦୨୬: ଏସପି ଏକାଦଶ ଟାଇଟଲ ବିଜୟୀ।

ରାୟଗଡ଼ା, ୧୫/୨: Utkal Alumina International Ltd, ଯାହା Hindalco Industries ଓ Aditya Birla Groupର ସହଯୋଗୀ କମ୍ପାନୀ, ତାଙ୍କ ପକ୍ଷରୁ ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆରେ ଦିନିକିଆ ଦିବାରାତ୍ର ବନ୍ଧୁତାପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍…

କେରେଡାରେ ଶ୍ରୀ ସତ୍ୟ ସାଇ ମୋବାଇଲ ହସ୍ପିଟାଲର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ୧୬୮ ରୋଗୀ ଲାଭାନ୍ୱିତ।

ରାୟଗଡା, ୮ ଫେବୃଆରୀ:ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଶତବାର୍ଷିକୀ ବର୍ଷ ପୂର୍ବସନ୍ଧ୍ୟାରେ ଶ୍ରୀ ସତ୍ୟ ସାଇ ମୋବାଇଲ ହସ୍ପିଟାଲ ପକ୍ଷରୁ ରାୟଗଡା ଜିଲ୍ଲା କେରେଡା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିଲା। ସକାଳ…

ଉତ୍କଳ ଆଲୁମିନା ପକ୍ଷରୁ ସାରଥୀ ଉତ୍ସବ ଅନୁଷ୍ଠିତ।

ରାୟଗଡ଼ା, ୭/୨: ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାରଥୀ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରିଯାନ ଚଳକଙ୍କୁ ସମ୍ବର୍ଦ୍ଧିତ ତଥା ସେମାନଙ୍କୁ ସଡ଼କ ପରିବହନ ନିୟମ ସମ୍ପର୍କରେ ସଚେତନତା…

ରାୟଗଡାରେ ମାଓବାଦୀଙ୍କ ଆତ୍ମସମର୍ପଣ: ଜିଲ୍ଲା ନକ୍ସଲମୁକ୍ତ ଘୋଷଣା।

ରାୟଗଡା ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦୁଇ ଦଶକ ଧରି ସକ୍ରିୟ ଥିବା ସି.ପି.ଆଇ (ମାଓବାଦୀ)ର ଶୀର୍ଷ କ୍ୟାଡରମାନେ ଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଏହା ପରେ ରାୟଗଡା ଜିଲ୍ଲାକୁ ନକ୍ସଲମୁକ୍ତ ବୋଲି ଘୋଷଣା କରାଯାଇଛି।ସୂଚନା ଅନୁଯାୟୀ,…

error: Content is protected !!