ରାୟଗଡା୨୦/୦୨: ଆଜି ପ୍ରଭାତ ସମୟରେ ରାୟଗଡା ସହରର ଗୋଦାବରୀ ନଗର ଅଞ୍ଚଳରେ, Rayagada College ପଛ ଗେଟ୍ ନିକଟରେ ଏକ ହୃଦୟବିଦାରକ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତା ପାଖରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବାକୁ ସ୍ଥାନୀୟ ଲୋକେ…