କାଶୀପୁର ତହସିଲରେ ଜଙ୍ଗଲ ଜମି ଅଧିକାର ଶିରୋନାମା ଓ ଘରଡିହ ପଟ୍ଟା ବଣ୍ଟନ, ୧୦୦ ହିତାଧିକାରୀ ହେଲେ ଉପକୃତ।

ରାୟଗଡା, କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଜଙ୍ଗଲ ଜମି ଅଧିକାର ଶିରୋନାମା (ଫରେଷ୍ଟ ରାଇଟ୍ସ ଟାଇଟଲ) ଓ ଘରଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଯୋଗ୍ୟ ହିତାଧିକାରୀଙ୍କୁ ଜମିର ମାଲିକାନା ପ୍ରଦାନ…

ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ।

ରାୟଗଡ଼, ୧୨ ଜୁନ: ରାଜ୍ୟ ସରକାରଙ୍କ ଐତିହାସିକ ଖାଦ୍ୟ ସୁରକ୍ଷା ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (CMAY)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ରାୟଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାର ଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ…

ରାୟଗଡାରେ ୭୫ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ: ଲ୍ୟାମ୍ପସ୍ ପରିଚାଳକଙ୍କୁ ଭିଜିଲାନ୍ସ ଗିରଫ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବୃହତ୍ କ୍ଷେତ୍ର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍)ରେ ବଡ଼ ଧରଣର ଆର୍ଥିକ ଅନିୟମିତତା ପ୍ରକାଶ ପାଇଛି। ଏହି ଘଟଣାରେ ଲ୍ୟାମ୍ପସ୍ର ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ବୁଧବାର ଗିରଫ କରିଛି।ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନାନୁସାରେ,…

ରାୟଗଡା ଫାୟାରିଂ ଓ ନିଖିଲ ହାଡ଼ପ୍ପା ହତ୍ୟା ମାମଲାରେ ବଡ଼ ସଫଳତା : ବିହାରରୁ ୩ ଅଭିଯୁକ୍ତ ଗିରଫ।

ରାୟଗଡା ସହରର ଇନ୍ଦିରା ନଗର କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଚର୍ଚ୍ଚିତ ଫାୟାରିଂ ଓ ନିଖିଲ ହାଡ଼ପ୍ପା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ବିହାରରୁ କାବୁ କରିଛି ରାୟଗଡା ପୋଲିସ।…

ରାୟଗଡ଼ାର ଜେକେ ପେପର୍ ମିଲ୍ସକୁ “ଗ୍ରୀନଟେକ୍ CSR ଇଣ୍ଡିଆ ଗୋଲ୍ଡ ଅୱାର୍ଡ–2026” ସମ୍ମାନ।

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଜେକେପୁରସ୍ଥିତ ଜେକେ ପେପର୍ ମିଲ୍ସକୁ କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି ବା CSR କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ “ଗ୍ରୀନଟେକ୍ CSR ଇଣ୍ଡିଆ ଗୋଲ୍ଡ ଅୱାର୍ଡ–2026” ଦ୍ୱାରା ସମ୍ମାନିତ କରାଯାଇଛି। “Welfare of Divyangs” ବିଭାଗରେ ଏହି ସମ୍ମାନ…

କୋଡୀଙ୍ଗାମାଳି ଖଣି ସମ୍ପ୍ରସାରଣ ବିରୋଧରେ ତେଜିଲା ଜନଆନ୍ଦୋଳନ।

ରିପୋର୍ଟ :ମା ଟିଭି ଓଡ଼ିଆ ନ୍ୟୁଜ୍। କୋରାପୁଟ ଜିଲ୍ଲାର କୋଡୀଙ୍ଗାମାଳି ଖଣି ଖନନକୁ କେନ୍ଦ୍ର କରି ପୁଣିଥରେ ତେଜିଛି ଜନଆନ୍ଦୋଳନ। ଖଣି ସମ୍ପ୍ରସାରଣ ଓ ପ୍ରସ୍ତାବିତ ଜନଶୁଣାଣୀକୁ ବିରୋଧ କରି ଆଜି ଲକ୍ଷ୍ମୀପୁର ସ୍ଥିତ OMC ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ…

ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ପ୍ରୋଭିଜନାଲ ଜିଲ୍ଲା ସଭାପତି ଭାବେ ମୋହନ ନାୟକ ନିଯୁକ୍ତ।

ରାୟଗଡା: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାୟଗଡା ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ଘୋଷଣା କରାଯାଇଛି। ମୋହନ ନାୟକଙ୍କୁ ତତ୍କାଳ ପ୍ରଭାବରୁ ରାୟଗଡା ଜିଲ୍ଲାର ପ୍ରୋଭିଜନାଲ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସମ୍ପର୍କରେ ଓଡ଼ିଶା…

ରାୟଗଡ଼ାରେ ସାମ୍ବାଦିକ ସଂଘର ୬ ଦଫା ଦାବିପତ୍ର ପ୍ରଦାନ।

ରାୟଗଡ଼ା, ଏପ୍ରିଲ ୨୯ — ଆଜି ଦୁପୁର ୧୨ଟା ସମୟରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି କରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ୬ ଦଫା ଦାବିପତ୍ର ରାୟଗଡ଼ା ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ…

ଆଦିତ୍ୟ ଆଲୁମିନାର ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ଯୁବତୀଙ୍କୁ ଦକ୍ଷତା ତାଲିମ, ମହିଳା ସଶକ୍ତିକରଣକୁ ନୂଆ ଗତି।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅନ୍ତର୍ଗତ Hindalco Industries Limited ର ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ସାମାଜିକ ପ୍ରୟାସ ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ସ୍ଥାନୀୟ ଯୁବତୀମାନଙ୍କୁ ପୋଷାକ ପ୍ରସ୍ତୁତି ତାଲିମ ପ୍ରଦାନ କରି ମହିଳା ସଶକ୍ତିକରଣ…

ଜେ.କେ.ପୁରରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ – ଆଧ୍ୟାତ୍ମିକ ମାହୋଲରେ ମୁଗ୍ଧ ଭକ୍ତଜନ।

ଜେ.କେ.ପୁରରେ ନୂତନ ନିର୍ମିତ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଆୟୋଜିତ ସପ୍ତାହ ବ୍ୟାପୀ ମହୋତ୍ସବ ଏବେ ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗାଇଯାଇଛି। ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନ ୧୮ ଏପ୍ରିଲ୍ ୨୦୨୬ ରୁ ଆରମ୍ଭ ହୋଇ ୨୪…

error: Content is protected !!