ଆଦିତ୍ୟ ବିର୍ଲା ଗ୍ରୁପ୍ର ଅନ୍ତର୍ଗତ Hindalco Industries Limited ର ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ସାମାଜିକ ପ୍ରୟାସ ‘ପ୍ରୋଜେକ୍ଟ କୌଶଳ’ ମାଧ୍ୟମରେ ସ୍ଥାନୀୟ ଯୁବତୀମାନଙ୍କୁ ପୋଷାକ ପ୍ରସ୍ତୁତି ତାଲିମ ପ୍ରଦାନ କରି ମହିଳା ସଶକ୍ତିକରଣ…
ଜେ.କେ.ପୁରରେ ନୂତନ ନିର୍ମିତ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଆୟୋଜିତ ସପ୍ତାହ ବ୍ୟାପୀ ମହୋତ୍ସବ ଏବେ ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗାଇଯାଇଛି। ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନ ୧୮ ଏପ୍ରିଲ୍ ୨୦୨୬ ରୁ ଆରମ୍ଭ ହୋଇ ୨୪…
ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡାଇଁଲେଡ଼ିରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟକୁ ଯାଇ ଦେଖାଗଲା ଯେ, ଛୋଟ ଛୋଟ ଶିଶୁମାନେ ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ତଳକୁ ମେଟ୍ରେସ୍…
ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଧୀନ କୋଡୀଙ୍ଗାମାଳି ଅଞ୍ଚଳରେ ବକ୍ସସାଇଡ ନେଉଥିବା କମ୍ପାନୀଙ୍କ କାର୍ଯ୍ୟକଳାପକୁ ନେଇ ପୁଣିଥରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀର ବିସ୍ତାର ପରିକଳ୍ପନା ଓ ଜଣଶୁଣାଣି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ମତାମତକୁ ଅବହେଳା କରାଯାଉଛି।ଅଞ୍ଚଳବାସୀମାନେ…
ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି।ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍…
ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନସ୍ଥ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ବା ୟୁଏଆଇଏଲ୍ ପକ୍ଷରୁ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରେ ଉତ୍କଳ ହସପିଟାଲ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ କରାଯାଉଛି।ଏହି ହସପିଟାଲ ଦୁର୍ଗମ ଅଞ୍ଚଳର…
ରାୟଗଡା, ୩୧/୦୩/୨୦୨୬: ରାୟଗଡା ଜିଲ୍ଲାରେ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଡିଭିଏଫ୍ (DVF) ରାୟଗଡା ଦ୍ୱାରା ରାୟଗଡା-କନ୍ଧମାଳ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ସଂଗଠନର ଅନେକ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୂଚନା…
ରାୟଗଡା ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ବଜାରରେ ଥିବା ଏକ ସୁନା ଦୋକାନକୁ ନେଇ ବର୍ତ୍ତମାନ ସାଧାରଣ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପାଞ୍ଚ ବର୍ଷ ଧରି “ଶ୍ରୀ ଜୁଏଲର୍ସ” ନାମରେ ଚାଲୁଥିବା ଏହି ଦୋକାନର ସାଇନ୍ ବୋର୍ଡ ଉପରେ ହଠାତ୍…
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଓ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ “ଆମ ନୃତ୍ୟ ଆମ ସଂସ୍କୃତି” ନାମକ ସଂସ୍କୃତିକ କାର୍ଯ୍ୟକ୍ରମ ମହାଡମ୍ବରରେ ଉଦଯାପିତ ହୋଇଯାଇଛି।ଉତ୍କଳ ଆଲୁମିନାର ସିଏସଆର…
ରାୟଗଡ଼ା, ୯/୩: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଓ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ନୂଆପଡ଼ା ଟାଉନସିପ୍ ସ୍ଥିତ କ୍ଳବ୍ ହାଉସରେ…