ୟୁଏଆଇଏଲ୍ ପକ୍ଷରୁ ଟିକିରି ଗାଁରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ।

କାଶୀପୁର, ୨/୦୨/୨୦୨୬: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର୍) ପଦକ୍ଷେପ ଅନ୍ତର୍ଗତ କାଶିପୁର ବ୍ଲକ୍‌ ଟିକିରି ଗ୍ରାମରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଯାଇଅଛି। ଏହି ଅବସରରେ…

ରୋଷେଇ ଘରେ ଆସିବ ବିପ୍ଳବ: ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରେଲୀୟ ସଂସ୍ଥା ‘ସେଭଫୁଲ୍’ର ବଡ଼ ପଦକ୍ଷେପ।

ବଳକା ଖାଦ୍ୟ ଏଣିକି ହେବ ସୁଆଦିଆ ବ୍ୟଞ୍ଜନ; ଖାଦ୍ୟ ନଷ୍ଟ ରୋକିବା ସହ ବଜାର ଖର୍ଚ୍ଚ କମାଇବ AI ଆଧାରିତ ଏହି ଅଭିନବ ଆପ୍।ଭୁବନେଶ୍ବର । ୨୮ ଜାନୁଆରୀ, ୨୦୨୬: ସ୍ଥାୟୀ ଶିକ୍ଷା ଏବଂ ସର୍କୁଲାର୍ ଇକୋନୋମି (Circular Economy) କ୍ଷେତ୍ରରେ…

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତରର ଗରିମାମୟ ଗ୍ରୀନ୍ ଏନଭାଇରୋ ସେଫ୍ଟି ପୁରସ୍କାର।

ରାୟଗଡା : କାର୍ଯ୍ୟସ୍ଥଳ ସୁରକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟକେପୁର ସ୍ଥିତ ଜେକେ ପେପର୍ ମିଲ୍ସକୁ “ଦ୍ୱିତୀୟ ବାର୍ଷିକ ଗ୍ରୀନ୍ ଏନଭାଇରୋ ସେଫ୍ଟି ଏକ୍ସେଲେନ୍ସ ଆୱାର୍ଡ–୨୦୨୬”ର ପ୍ଲାଟିନମ୍ ଶ୍ରେଣୀ ପୁରସ୍କାରରେ ସମ୍ମାନିତ କରାଯାଇଛି।ଗ୍ରୀନ୍ ଏନଭାଇରୋ ଫାଉଣ୍ଡେସନ୍,…

କମ୍ପାନୀ ଅଞ୍ଚଳରେ ବଢୁଛି ଦାଦନ ଶ୍ରମିକଙ୍କ ମୃତ୍ୟୁ, କାଶୀପୁରରେ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ।

ଟିକିରି, ତାରିଖ 15/01/2026 –ରାୟଗଡା ଜିଲ୍ଲାରେ ପୁଣି ଏକ ଦୁଃଖଦ ଘଟଣା। କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇ ପଦର ଗ୍ରାମର ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀ ଗୁରୁନାଥ ମାଝୀ (ବୟସ ପ୍ରାୟ 25 ବର୍ଷ),…

କଲେଜ୍ ଯାଉଥିବା ଦୁଇ ଛାତ୍ରଙ୍କ ମୃତ୍ୟୁ — ଗୁଡାରି-କୋଲନାରା ରୋଡ୍‌ରେ ଦୁଃଖଦ ସଡ଼କ ଦୁର୍ଘଟଣା

ଗୁରୁବାର ସକାଳେ ରାୟଗଡା ଜିଲ୍ଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ କମ୍ ସେ କମ୍ ଦୁଇ ଛାତ୍ର ଜୀବନ ହରାଇଛନ୍ତି।ସୂଚନା ଅନୁସାରେ, ଗୁଡାରିରୁ କୋଲନାରା ମାର୍ଗରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇ ଛାତ୍ର ବାଇକ୍‌ରେ କଲେଜ୍‌କୁ ଯାଉଥିବା ସମୟରେ ବିପରୀତ…

ମଦ୍ୟପାନ କରି ସ୍କୁଲକୁ ଆସୁଥିବା ପ୍ରଧାନଶିକ୍ଷକ ଉପରେ ଗ୍ରାମବାସୀଙ୍କ ଗୁରୁତର ଅଭିଯୋଗ।

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ସ୍ଥିତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ମାଝୀଙ୍କ ବିରୋଧରେ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।ଅଭିଯୋଗ ଅନୁସାରେ ପଛଲା ୮ ମାସ ହେଉଁଯାଏ ମାଧ୍ୟ୍ୟହାନ୍ ଭୋଜନ ପାଇଁ ଆସୁଥିବା ପଇସା…

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ୍ ମାଣ୍ଡିଆ ୟୁନିଟ୍ ଉଦଘାଟିତ।

ରାୟଗଡ଼ା, 25/09:ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ାରେ ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନେଶନାଲ୍ ଲିମିଟେଡ୍ (UAIL), ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ଶତପ୍ରତିଶତ ସହଯୋଗୀ କମ୍ପାନୀ, ଚକୋଲାକା ସହଭାଗିତାରେ ବିଲାମାଳ ଗ୍ରାମରେ ରୋଷ୍ଟେଡ୍ ମିଲେଟ୍ (ମାଣ୍ଡିଆ) ୟୁନିଟ୍ ଉଦଘାଟନ କରିଛି…

ରାୟଗଡ଼ ପୌର ପରିଷଦ ଦ୍ବାରା ଚିହ୍ନଟ ଦୁଇଟି ସ୍ଥାନରେ ଚାଲିଛି ପରିବା ବ୍ୟବସାୟ।

ରାୟଗଡ଼ ପୌର ପରିଷଦର ସମସ୍ତ ଅଧୂବାସୀ ତଥା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଦୈନଦିନ ପରିବା ବ୍ୟବସାୟ ପରିଷଦ ଦ୍ବାରା ଚିହ୍ନିତ ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି ଯଥା ୧. ଏକ୍ସାଇଜ ଅଫିସ ନିକଟ ରାମକୃଷ୍ଣ ନଗର…

ରାୟଗଡ଼ା ଜିଲ୍ଲାରେ ଅବୈଧ ଗାଞ୍ଜିଆ ଚାଷ ଅଞ୍ଚଳକୁ କରାଗଲା ଫଳଚାଷରେ ପରିଣତ।

ରାୟଗଡ଼ା: ସୁରୁଳୁ ଜଙ୍ଗଳ, ଯାହା ପୂର୍ବରୁ ଅବୈଧ ଗାଞ୍ଜିଆ ଚାଷ ପାଇଁ କୁଖ୍ୟାତ ଥିଲା, ସେହି ଅଞ୍ଚଳରେ ଏବେ ପ୍ରଶାସନ ପକ୍ଷରୁ ନୂଆ ଆଦର୍ଶ ପଦକ୍ଷେପ ଗ୍ରହଣ କରାଯାଇଛି । ଚନ୍ଦ୍ରପୁର ଥାନା କର୍ମଚାରୀବୃନ୍ଦ, ଚନ୍ଦ୍ରପୁର ବ୍ଲକ ବିକାଶ ଅଧିକାରୀ (BDO),…

କାନ୍ସାରିଗୁଡାରେ ଆଧୁନିକ ପଶୁଚିକିତ୍ସାଳୟ ହେବ – ଆଦିତ୍ୟ ଅଲୁମିନା ଓ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟ ମଧ୍ୟରେ MoU ସାଇନ।

ରାୟଗଡ଼ା, ୫ ସେପ୍ଟେମ୍ବର: ଗ୍ରାମୀଣ ଅଞ୍ଚଳର ପଶୁ ସ୍ୱାସ୍ଥ୍ୟ ସେବା ଓ ସୁସ୍ଥିର ଜୀବିକାକୁ ଉନ୍ନତ କରିବା ପାଇଁ ରାୟଗଡ଼ା ଜିଲ୍ଲାର କାନ୍ସାରିଗୁଡାରେ ସ୍ଥିତ ଆଦିତ୍ୟ ଅଲୁମିନା ରିଫାଇନେରୀ (ହିନ୍ଦାଲକୋ – ଆଦିତ୍ୟ ବିର୍ଲା ଗ୍ରୁପ୍) ଓ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟ (CUTM)…

error: Content is protected !!