ରାୟଗଡ଼ ପୌର ପରିଷଦ ଦ୍ବାରା ଚିହ୍ନଟ ଦୁଇଟି ସ୍ଥାନରେ ଚାଲିଛି ପରିବା ବ୍ୟବସାୟ।

ରାୟଗଡ଼ ପୌର ପରିଷଦର ସମସ୍ତ ଅଧୂବାସୀ ତଥା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଦୈନଦିନ ପରିବା ବ୍ୟବସାୟ ପରିଷଦ ଦ୍ବାରା ଚିହ୍ନିତ ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି ଯଥା ୧. ଏକ୍ସାଇଜ ଅଫିସ ନିକଟ ରାମକୃଷ୍ଣ ନଗର ୨. ଦୈନିକ ବଜାର, କସ୍ତୁରୀ ନଗର ୬ ନମ୍ବର ଗଳି ।

ଏଥ୍ ସହିତ ଫ୍ଲାଏ ଓଭର ବ୍ରିଜ ତଳେ ଦୋକାନ ବଜାର ଓ ବ୍ୟବସାୟ ପାଇଁ ସମ୍ପୂର୍ଣ ନିଷେ ଷେଧ କରାଯାଇଅଛି । ରାୟଗତ ରାୟଗଡ଼ ସହରର ଉନ୍ନତି ତଥା ନିରାପଦ ଗମନାଗମନ ବ୍ୟବସ୍ଥା ପାଇଁ ସମସ୍ତ ଜନସାଧାରଣ ତଥା ବ୍ଯବସ ସହଯୋଗର ହାତ ବଢାଇଥ‌ିବାରୁ ପରିଷଦର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଶ୍ରୀ କୁଲଦୀପ କୁମାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!