ରାୟଗଡା: ରାୟଗଡା ସହରରେ ଲୁଟ ଘଟଣା ନାମରେ ଏକ ନାଟକୀୟ ଘଟଣା ସମ୍ମୁଖକୁ ଆସିଛି। ଆଜି ତା ୦୯.୦୩.୨୦୨୬ ରିଖରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଶ୍ରୀ ଅକ୍ଷୟ ବିବାର ରାୟଗଡା ଥାନାକୁ ଫୋନ କରି ଜଣାଇଥିଲେ ଯେ ତାଙ୍କ ସଂସ୍ଥାର ହିସାବ…
ମୁନିଗୁଡା, ୧-୩-୨୦୨୬:ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳେ ଜଣେ କମ୍ପ୍ୟୁଟର ଅପାରେଟରଙ୍କ ମୃତଦେହ ମିଳିଥିବା ଖବର ଚଞ୍ଚଳ ସୃଷ୍ଟି କରିଛି। ମୃତକଙ୍କ ନାମ ସୁଶାନ୍ତ ଗୌଡା ବୋଲି ଜଣାପଡ଼ିଛି, ସେ ମୁନିଗୁଡା ବ୍ଲକ କାର୍ଯ୍ୟାଳୟରେ କମ୍ପ୍ୟୁଟର ଅପାରେଟର…
ବିଷମକଟକ ୨୫/୦୨: ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ ପାଇକଡାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ଭାବେ ପୋଡ଼ିଯାଇଥିବା ସପ୍ତମ ଶ୍ରେଣୀର ଛାତ୍ର ବୀରେନ ଟାକ୍ରିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ୪୮ ଦିନ ଧରି ଜୀବନ…
ରାୟଗଡା ୨୩/୦୨: ରାୟଗଡା ସହରରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାନନ ଚୌଧୁରୀ (ବୟସ୍ ପ୍ରାୟ ୫୫ ବର୍ଷ), ଯିଏ କି ଜେମାଦେଇଏପେଣ୍ଟ ଅଞ୍ଚଳର କଳିଙ୍ଗା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ, ସେ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ…
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କ ହତ୍ୟା ଅଭିଯୋଗରେ ପୁଲିସ ପାଞ୍ଚ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଈଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି । ଦୋରାଗୁଡ଼ା…
ଟିକିରି, ୨୪/୧୨/୨୦୨୫ :ରାୟଗଡ଼ ବନ ବିଭାଗ ଓ କଳାହାଣ୍ଡି ଦକ୍ଷିଣ ବନ ବିଭାଗର ମିଳିତ ଚଢାଉରେ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବଡ଼ ସଫଳତା ମିଳିଛି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ହନୁମାନ ମନ୍ଦିର ସାମ୍ନାରେ ବନ ବିଭାଗ ଦ୍ୱାରା ବିଛାଇ…
ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ସ୍ଥିତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ମାଝୀଙ୍କ ବିରୋଧରେ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।ଅଭିଯୋଗ ଅନୁସାରେ ପଛଲା ୮ ମାସ ହେଉଁଯାଏ ମାଧ୍ୟ୍ୟହାନ୍ ଭୋଜନ ପାଇଁ ଆସୁଥିବା ପଇସା…
ରାୟଗଡ଼ା: ୩୦ ଅଗଷ୍ଟ ୨୦୨୫ ତାରିଖରେ ମୁମ୍ବାଇ ଜୋନାଲ୍ ୟୁନିଟ୍ର ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଦଳ ରାୟଗଡ଼ା ଜିଲ୍ଲାର କୋଳନାରା NH ପଥର ପାର୍ଶ୍ୱରେ ଗୁପ୍ତ ସୂଚନା ଆଧାରରେ ଅଚମ୍କା ଚଢ଼ାଉ କରିଥିଲେ । ଏହି କାର୍ଯ୍ୟରେ ଦୁଇଟି ଚିତ୍ତଳଚର୍ମ (Leopard…
ରାୟଗଡା ଜିଲ୍ଲାରେ ଭିଜିଲାନସ୍ ଅଭିଯାନରେ ମିଳିଛି ବଡ଼ ସଫଳତା। ଜନ୍ମ ପ୍ରମାଣ ପତ୍ର ସଂଶୋଧନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ, ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ କୁଞ୍ଜ ବିହାରୀ ରାଉତକୁ ଭିଜିଲାନସ୍ ଅଧିକାରୀମାନେ ହାତେ-ନାତେ ଧରିଛନ୍ତି।ଅଭିଯାନ…
ରାୟଗଡ଼ା: ରାୟଗଡ଼ା ବ୍ଲକର ପେନିକଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଯୋଗାଇଥିବା ଚାଉଳ ବିକ୍ରି ହୋଇଥିବା ଅଭିଯୋଗ ଉଠିଛି। ସୂଚନାନୁଯାଇ ପ୍ରଧାନଶିକ୍ଷକ ପୁରେନ୍ଦ୍ର ପ୍ରଧାନଙ୍କ ଦାୟିତ୍ୱରେ ଥିବା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟାହ୍ନ ଭୋଜନ…