ରାୟଗଡ଼ ୧୮/୦୨: ଆଜି ରାୟଗଡ଼ ପୌରପରିଷଦ ଅଡିଟୋରିୟମ୍ ପରିସରରେ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ “ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ” ଅନୁଷ୍ଠିତ ହୋଇଯାଇଛି।ନିଷ୍ଠା ଓ ସମର୍ପଣଭାବରେ କାର୍ଯ୍ୟ କରୁଥିବା କିଛି ଚୟନିତ…
ରାୟଗଡ଼ା, ୧୫/୨: Utkal Alumina International Ltd, ଯାହା Hindalco Industries ଓ Aditya Birla Groupର ସହଯୋଗୀ କମ୍ପାନୀ, ତାଙ୍କ ପକ୍ଷରୁ ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆରେ ଦିନିକିଆ ଦିବାରାତ୍ର ବନ୍ଧୁତାପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍…
ରାୟଗଡା ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦୁଇ ଦଶକ ଧରି ସକ୍ରିୟ ଥିବା ସି.ପି.ଆଇ (ମାଓବାଦୀ)ର ଶୀର୍ଷ କ୍ୟାଡରମାନେ ଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଏହା ପରେ ରାୟଗଡା ଜିଲ୍ଲାକୁ ନକ୍ସଲମୁକ୍ତ ବୋଲି ଘୋଷଣା କରାଯାଇଛି।ସୂଚନା ଅନୁଯାୟୀ,…
ରାୟଗଡ଼ା, ୨୬ ଜାନୁଆରୀ —ଭାରତର ୭୭ତମ ଗଣତନ୍ତ୍ର ଦିବସ ଅବସରରେ ସକାଳେ ରାୟଗଡ଼ା ରେଳୱେ ଷ୍ଟେସନ ସମ୍ମୁଖରେ ଅବସ୍ଥିତ ଇଷ୍ଟ କୋଷ୍ଟ ରେଳୱେ ଶ୍ରମିକ କଂଗ୍ରେସ (ରେଜି. ନଂ–୭୫୮, NFIR, INTUC ଓ ITF–ଲଣ୍ଡନ ସହ ସ୍ୱୀକୃତ) ରାୟଗଡ଼ା ଶାଖା କାର୍ଯ୍ୟାଳୟ…
ରାୟଗଡ଼ା: ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରବାସୀଙ୍କ ପାଇଁ ଏକ ଅଭିନବ ସେବା ଭାବେ ‘ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ’ — RRR କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଛି। ସହରର ଆହାର କେନ୍ଦ୍ର ନିକଟରେ…
ଟିକିରି, ତାରିଖ 15/01/2026 –ରାୟଗଡା ଜିଲ୍ଲାରେ ପୁଣି ଏକ ଦୁଃଖଦ ଘଟଣା। କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇ ପଦର ଗ୍ରାମର ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀ ଗୁରୁନାଥ ମାଝୀ (ବୟସ ପ୍ରାୟ 25 ବର୍ଷ),…
ନମସ୍କାର, ଆପଣମାନେ ଦେଖୁଛନ୍ତି ମା ଟିଭି ଓଡ଼ିଆ ଖବର।ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ରୁ ବୃଦ୍ଧି ପାଇ ୨୦୦ ହୋଇପାରେ। ଏନେଇ ବଡ଼ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀଙ୍କ…
ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଚଳିତ ଜନକଲ୍ୟାଣକାରୀ ପଦକ୍ଷେପ ‘ସହଯୋଗ’ ଅଧୀନରେ ରାୟଗଡ଼ ଜିଲ୍ଲାରେ ନାଗରିକମାନଙ୍କୁ ସହଜରେ ସରକାରୀ ସେବା ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟା…
ରାୟଗଡ଼ା, ୨୯/୧୨; ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ ଚାଲିଥିବା ପ୍ରକଳ୍ପ ଗୁଡ଼ିକୁ ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀମତୀ…
ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ସ୍ଥିତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ମାଝୀଙ୍କ ବିରୋଧରେ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।ଅଭିଯୋଗ ଅନୁସାରେ ପଛଲା ୮ ମାସ ହେଉଁଯାଏ ମାଧ୍ୟ୍ୟହାନ୍ ଭୋଜନ ପାଇଁ ଆସୁଥିବା ପଇସା…