ରାୟଗଡ଼ରେ ‘ସହଯୋଗ’ ସେବା ରଥର ଶୁଭାରମ୍ଭ, ଦୁଆରେ ପହଞ୍ଚିବ ୧୩ଟି ସରକାରୀ ସେବା।

ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଚଳିତ ଜନକଲ୍ୟାଣକାରୀ ପଦକ୍ଷେପ ‘ସହଯୋଗ’ ଅଧୀନରେ ରାୟଗଡ଼ ଜିଲ୍ଲାରେ ନାଗରିକମାନଙ୍କୁ ସହଜରେ ସରକାରୀ ସେବା ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟା…

ରାୟଗଡ଼–କଳାହାଣ୍ଡି ବନ ବିଭାଗର ମିଳିତ ଚଢାଉ : ୨ଟି କଲରାପତ୍ରିଆ ବାଘ ଛାଲ ଜବତ, ୫ ଗିରଫ।

ଟିକିରି, ୨୪/୧୨/୨୦୨୫ :ରାୟଗଡ଼ ବନ ବିଭାଗ ଓ କଳାହାଣ୍ଡି ଦକ୍ଷିଣ ବନ ବିଭାଗର ମିଳିତ ଚଢାଉରେ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବଡ଼ ସଫଳତା ମିଳିଛି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ହନୁମାନ ମନ୍ଦିର ସାମ୍ନାରେ ବନ ବିଭାଗ ଦ୍ୱାରା ବିଛାଇ…

ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ୟୁଏଆଇଏଲ୍।ଉଦ୍ୟମି ପ୍ରକଳ୍ପରେ ରାୟଗଡ଼ା–କଳାହାଣ୍ଡିରେ ଅର୍ଥନୈତିକ ଅଭିବୃଦ୍ଧି — ୩୦୧ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି।

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ — ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ନିଜ ସିଏସଆର୍ ପକ୍ଷରୁ ପରିଚାଳିତ ଉଦ୍ୟମି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବାରେ ସଫଳ ହୋଇଛି। ରାୟଗଡ଼ା…

ଉତ୍କଳ ଆଲୁମିନା ଓ ଜିଲ୍ଳା ପ୍ରଶାସନ ସହଭାଗିତରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ।

ରାୟଗଡ଼ା, ୧୩/୧୧: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପୁଲିସ ପ୍ରଶାସନ ଏବଂ ଉତ୍କଳ ଆଲୁମିନା ପକ୍ଷରୁ…

ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ।

ରାୟଗଡା ଜିଲ୍ଲାର ଟିକିରି ଅଞ୍ଚଳରେ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଆଜି କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରାଯାଇଛି।ଉତ୍କଳ ଆଲୁମିନା ସିଏସଆର ତରଫରୁ ଆୟୋଜିତ…

ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଉତ୍ସବ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦରରେ ଥିବା ଶ୍ରୀ ଭୈରବ ଦେବଙ୍କ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା ବା ଭଦୋବାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ଉଦ୍ୟାପିତ ହୋଇଛି। ସକାଳେ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଭୈରବ ଦେବଙ୍କ ମନ୍ଦିରରେ…

କାନ୍ସାରିଗୁଡାରେ ଆଧୁନିକ ପଶୁଚିକିତ୍ସାଳୟ ହେବ – ଆଦିତ୍ୟ ଅଲୁମିନା ଓ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟ ମଧ୍ୟରେ MoU ସାଇନ।

ରାୟଗଡ଼ା, ୫ ସେପ୍ଟେମ୍ବର: ଗ୍ରାମୀଣ ଅଞ୍ଚଳର ପଶୁ ସ୍ୱାସ୍ଥ୍ୟ ସେବା ଓ ସୁସ୍ଥିର ଜୀବିକାକୁ ଉନ୍ନତ କରିବା ପାଇଁ ରାୟଗଡ଼ା ଜିଲ୍ଲାର କାନ୍ସାରିଗୁଡାରେ ସ୍ଥିତ ଆଦିତ୍ୟ ଅଲୁମିନା ରିଫାଇନେରୀ (ହିନ୍ଦାଲକୋ – ଆଦିତ୍ୟ ବିର୍ଲା ଗ୍ରୁପ୍) ଓ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟ (CUTM)…

“ସ୍ଥାନୀୟଙ୍କୁ ନିଯୁକ୍ତି ଦିଅ, ନହେଲେ ଖଣି ବନ୍ଦ କର” – କୋଡିଙ୍ଗାମାଳିରେ ଅଞ୍ଚଳବାସୀଙ୍କ ଗର୍ଜନ।

ରାୟଗଡ଼ା ୦୩/୦୯/୨୫ : କୋଡିଙ୍ଗାମାଳି ପାରିପାର୍ଶ୍ୱିକ ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କର ଲିଖିତ ଅଭିଯୋଗ ଆଧାରରେ ପୁଣିଥରେ ବଡ଼ ପ୍ରଶ୍ନ ଉଠିଛି – ସ୍ଥାନୀୟ ଯୁବକ–ଯୁବତୀମାନଙ୍କୁ ନିଯୁକ୍ତି ନାହିଁ, ଅଞ୍ଚଳରେ ଉନ୍ନୟନ ନାହିଁ, ତେବେ ଖଣି ଚାଳିବ କିପରି?୨୦୧୭ ମସିହାରୁ ଓଡିଶା ଖଣି…

ବିଜେଡି ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୁଧୀର କୁମାର ଦାସଙ୍କ ସାକ୍ଷାତ।

ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକର ବରିଷ୍ଠ ବିଜେଡି ନେତା ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଆ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପାଇବା ସହିତ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାସ ଡାକ୍ତରଖାନାକୁ ପହଞ୍ଚି,…

error: Content is protected !!