ମୁନିଗୁଡା, ୧-୩-୨୦୨୬:ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳେ ଜଣେ କମ୍ପ୍ୟୁଟର ଅପାରେଟରଙ୍କ ମୃତଦେହ ମିଳିଥିବା ଖବର ଚଞ୍ଚଳ ସୃଷ୍ଟି କରିଛି। ମୃତକଙ୍କ ନାମ ସୁଶାନ୍ତ ଗୌଡା ବୋଲି ଜଣାପଡ଼ିଛି, ସେ ମୁନିଗୁଡା ବ୍ଲକ କାର୍ଯ୍ୟାଳୟରେ କମ୍ପ୍ୟୁଟର ଅପାରେଟର…
ଗଜପତି ଜିଲ୍ଲାର ଆର୍.ଉଦୟଗିରି ଅଞ୍ଚଳ ଅନ୍ତର୍ଗତ ଜିରାଙ୍ଗ ଫାଣ୍ଡି ଏରିଆର ରଘୁନାଥପୁର ଗ୍ରାମରେ ଆଜି ତାରିଖ 25-02-2026 ରେ ନିଶା ନିବାରଣ ସମ୍ବନ୍ଧୀୟ ଜାଗୃତି କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟକ୍ରମଟି Government Polytechnic Gajapati ତରଫରୁ ଆୟୋଜନ କରାଯାଇଥିଲା।ମେକାନିକାଲ ଇଞ୍ଜିନିୟରିଂ…
ରାୟଗଡ଼ ୧୮/୦୨: ଆଜି ରାୟଗଡ଼ ପୌରପରିଷଦ ଅଡିଟୋରିୟମ୍ ପରିସରରେ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ “ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ” ଅନୁଷ୍ଠିତ ହୋଇଯାଇଛି।ନିଷ୍ଠା ଓ ସମର୍ପଣଭାବରେ କାର୍ଯ୍ୟ କରୁଥିବା କିଛି ଚୟନିତ…
ରାୟଗଡ଼ା, ୧୫/୨: Utkal Alumina International Ltd, ଯାହା Hindalco Industries ଓ Aditya Birla Groupର ସହଯୋଗୀ କମ୍ପାନୀ, ତାଙ୍କ ପକ୍ଷରୁ ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆରେ ଦିନିକିଆ ଦିବାରାତ୍ର ବନ୍ଧୁତାପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍…
ରାୟଗଡ଼ା, ୭/୨: ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାରଥୀ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରିଯାନ ଚଳକଙ୍କୁ ସମ୍ବର୍ଦ୍ଧିତ ତଥା ସେମାନଙ୍କୁ ସଡ଼କ ପରିବହନ ନିୟମ ସମ୍ପର୍କରେ ସଚେତନତା…
ରାୟଗଡା ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦୁଇ ଦଶକ ଧରି ସକ୍ରିୟ ଥିବା ସି.ପି.ଆଇ (ମାଓବାଦୀ)ର ଶୀର୍ଷ କ୍ୟାଡରମାନେ ଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଏହା ପରେ ରାୟଗଡା ଜିଲ୍ଲାକୁ ନକ୍ସଲମୁକ୍ତ ବୋଲି ଘୋଷଣା କରାଯାଇଛି।ସୂଚନା ଅନୁଯାୟୀ,…
ରାୟଗଡ଼ା: ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ା ସଂଗଠନାତ୍ମକ ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ହୋଇଛି। ପୂର୍ବତନ ସମସ୍ତ ଆଦେଶକୁ ବତିଲ କରି ଶ୍ରୀ ପି. ଗୌରୀ ଶଙ୍କରଙ୍କୁ ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ…
କାଶୀପୁର, ୨/୦୨/୨୦୨୬: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର୍) ପଦକ୍ଷେପ ଅନ୍ତର୍ଗତ କାଶିପୁର ବ୍ଲକ୍ ଟିକିରି ଗ୍ରାମରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଯାଇଅଛି। ଏହି ଅବସରରେ…
ବଳକା ଖାଦ୍ୟ ଏଣିକି ହେବ ସୁଆଦିଆ ବ୍ୟଞ୍ଜନ; ଖାଦ୍ୟ ନଷ୍ଟ ରୋକିବା ସହ ବଜାର ଖର୍ଚ୍ଚ କମାଇବ AI ଆଧାରିତ ଏହି ଅଭିନବ ଆପ୍।ଭୁବନେଶ୍ବର । ୨୮ ଜାନୁଆରୀ, ୨୦୨୬: ସ୍ଥାୟୀ ଶିକ୍ଷା ଏବଂ ସର୍କୁଲାର୍ ଇକୋନୋମି (Circular Economy) କ୍ଷେତ୍ରରେ…
ରାୟଗଡ଼ା : ରାୟଗଡ଼ା ସହର ଯେଦ୍ଦୁ ଷ୍ଟ୍ରିଟ୍ର ବାସିନ୍ଦା, ବର୍ଣ୍ଣଲ୍ଲା ୱେଙ୍କଟେଶ୍ୱରଙ୍କ ପୁଅ ବର୍ଣ୍ଣଲ୍ଲା ଧର୍ମରାଜୁଙ୍କୁ ଜାତୀୟ ଛାତ୍ର ସଂଘ (ଏନଏସଯୁଆଇ) ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଚିବ ଭାବେ ଚୟନ କରାଯାଇଛି।ରାୟଗଡ଼ା ଜିଲ୍ଲାରୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିବାରୁ…