ରାୟଗଡା, ଓଡିଶା – 26 ଜୁଲାଇ 2025 ପିତେଶ୍ ଗ୍ରାମରେ ଜେ.କେ. ପେପର୍ ମିଲ୍ ତଥା ଏଲ୍.ଭି. ପ୍ରସାଦ ଆଖି ଇନ୍ଷ୍ଟିଟ୍ୟୁଟ୍ ର ସହଯୋଗରେ ଏକ ଦିନିଆ ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ 59 ଜଣ ଗ୍ରାମବାସୀଙ୍କ ଚକ୍ଷୁ…
ରାୟଗଡା ଜିଲ୍ଲାର ଗୁଡାରି, ମୁନିଗୁଡା, ସେଶଖଳ, ଅମ୍ବାଧଳା, ରାମଂଗୁଡା, ପଦ୍ମାପୁର ଓ ଗୁଣୁପୁର ପୋଲିସ ଥାନା ସହିତ ଏକ ଶ୍ରେଣୀବଦ୍ଧ ଭାବରେ “ଆମ ପୋଲିସ” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଅତିଥି ଭାବରେ ଅଞ୍ଚଳର PRI ସଦସ୍ୟମାନେ, ଗ୍ରାମବାସୀମାନେ…
ରାୟଗଡା, ୧୦/୭୨୦୨୫; ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ମିଳିଛି । ରାଜସ୍ଥାନ ଜୟପୁର ଠାରେ ଆୟୋଜିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ)ର ବାର୍ଷିକ କାର୍ଯ୍ୟକ୍ରମରେ ବାଫ୍ଲିମାଳି ବକ୍ସାଇଟ…
ଉପସ୍ଥିତ ସଂଘମାନେ ଅନ୍ୟମଧ୍ୟରେ ପୁର୍ତ୍ ବିଭାଗ, TPSODL, କୃଷି ଓ ଉଦ୍ୟାନ ବିଭାଗ, ମାଛ ଚାଷ ବିଭାଗ, ରାଜସ୍ୱସେବା ସଂଘ, ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ, ଅମଲା ସଂଘ, ଯନ୍ତ୍ରୀ ସଂଘ, PEO, ଏଡ଼ିଇଓ, ଓ ଜିଆରଏସ ସଂଘ ର କର୍ମଚାରୀ…
ରାୟଗଡା ଜିଲ୍ଲା ଓଏଏସ (ଓଡ଼ିଶା ଅଧିକାରୀ ସେବା) ସଂଘ ସାମୁହିକ ଛୁଟିରେ ଯାଇଛନ୍ତି । ଏହାର ପ୍ରଧାନ କାରଣ ହେଉଛି ବିଏମସି ର (ଭୁବନେଶ୍ୱର ମୁନିସିପାଲ କର୍ପୋରେସନ) ଅତିରିକ୍ତ କମିଶନର ଉପରେ ହୋଇଥିବା ଆକ୍ରମଣ ଘଟଣା। ଏହି ଆକ୍ରମଣକୁ ଗଭୀର ରୂପେ…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଭୂସଂରକ୍ଷଣ ଓ ଜଳସଂରକ୍ଷଣ ବିଭାଗର ସଂଯୁକ୍ତ ନିର୍ଦ୍ଦେଶକ ଶ୍ରୀ ଦୟାନିଧି ବାଘଙ୍କ ବିରୋଧରେ ଆୟର ଚିହ୍ନିତ ଉତ୍ସ ବହିର୍ଗତ ସଂପତ୍ତି ରଖିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକ ବ୍ୟାପକ ତଳାସି ଅଭିଯାନ ଚାଲିଛି।୨୦୨୫ ଜୁନ ୩୦…
ଓଡ଼ିଶା ଭ୍ରଷ୍ଟାଚାର ଦମନ ବିଭାଗ (Vigilance) ଏହିଦିନ ରାୟଗଡା ଜିଲ୍ଲାର ପୂର୍ବତନ ପ୍ରୋଜେକ୍ଟ ଡିରେକ୍ଟର, ଜଳଗତ ବିକାଶ ବିଭାଗ, ଶ୍ରୀ ଦୟାନିଧି ବାଘଙ୍କ ବିରୁଦ୍ଧରେ ୮ଟି ସ୍ଥାନରେ ଏକ ସମନ୍ୱିତ ଦାଖଲ ଆୟ ଅନୁସନ୍ଧାନ (Disproportionate Assets Search) ଅଭିଯାନ ଆରମ୍ଭ…
ରାୟଗଡା ରୁ ମା ଟିଭି ଓଡ଼ିଆ ନ୍ୟୁଜ।ଜେ.କେ. କାଗଜ କଳକୁ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ଦ୍ୱାରା ପାରିପାର୍ଶ୍ୱିକ ଉନ୍ନୟନ ଓ ପରିବେଶ ସୁରକ୍ଷା ପାଇଁ ଦୁଇଟି ଜାତୀୟ ପୁରସ୍କାର ଦିଆଯାଇଛି। ଗତ ୧୪ ଜୁନ ୨୦୨୫, ନୂଆଦିଲ୍ଲୀରେ ଅନୁଷ୍ଠିତ ଗ୍ରୀନଟେକ ସିଏସଆର…
ରାୟଗଡ଼ା/ଟିକିରୀ: ୨୨/୬/୨୦୨୫:-୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ଟିକିରୀ ଅଞ୍ଚଳରେ ଉତ୍ସାହ ଓ ଉତ୍ସବମୂଡ଼ରେ ଏହି ଦିବସ ପାଳନ କରିଛି। କମ୍ପାନୀର ନୂଆପଡ଼ା ଓ ଓଷାପଡ଼ା ଟାଉନସିପ୍ ଠାରେ…
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ଗାଁରେ ରଜ ପର୍ବ ଦିନେ ଘଟିଛି ଏକ ଦୁଃଖଦ ଘଟଣା। ଏକ କଲେଜ ପଢୁଥିବା ଯୁବତୀଙ୍କ ମୃତଦେହ ମିଳିଥିବା ଘଟଣାରେ, ପ୍ରେମ ସମ୍ପର୍କ ଓ ବ୍ୟାପାର ଜଡିତ ଥିବା ସନ୍ଦେହ ଉଠିଛି।ସ୍ଥାନୀୟ ଲୋକଙ୍କ…