ରାୟଗଡାରେ ଶ୍ରୀ ଭୀମସେନ ନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର।

ରାୟଗଡା: ଡକ୍ଟର ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ୍ ରାୟଗଡା ଏବଂ ଗ୍ରୁପ୍ ୱାନ୍ ସିକ୍ୟୁରିଟି ସର୍ଭିସେସ୍ ରାୟଗଡା ତରଫରୁ, ଶ୍ରୀ ଭୀମସେନ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପୂର୍ବ ସନ୍ଧ୍ୟାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ଶ୍ରୀମା’ ସମଲାଇ…

କେରଡା ଅଫ୍‌ ଶପ୍‌ରେ ନିୟମ ଉଲ୍ଲଙ୍ଘନ !ସାପ୍ତାହିକ ବଜାର ଦିନରେ ସକାଳୁ ଦୋକାନ ଖୋଲିଲେ — ପ୍ରଶ୍ନଚିହ୍ନରେ ଅଭିଯାନ!

ରାୟଗଡ଼ା ୩୦/୦୮/୨୦୨୫ : ଆଜି ସକାଳ ୯ଟା ୪୧ମି. ସମୟରେ କେରଡା ଅଞ୍ଚଳରେ ଥିବା IMFL ଅଫ୍‌ ଶପ୍‌ଟି ଖୋଲା ଅବସ୍ଥାରେ କ୍ୟାମେରାରେ ଧରାପଡ଼ିଛି।ସାଧାରଣତଃ ଏହି ପ୍ରକାରର ଅଫ୍‌ ଶପ୍‌ଗୁଡ଼ିକ ନିର୍ଦ୍ଧାରିତ ସମୟ ପରେ ଖୋଲିବା କଥା ଥିଲେମଧ୍ୟ, ଆଜି ଶନିବାର…

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ।

ରାୟଗଡ଼ା : ତା : ୨୮ /୦୮/୨୫ ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି…

ବିଜେଡି ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୁଧୀର କୁମାର ଦାସଙ୍କ ସାକ୍ଷାତ।

ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକର ବରିଷ୍ଠ ବିଜେଡି ନେତା ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଆ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପାଇବା ସହିତ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାସ ଡାକ୍ତରଖାନାକୁ ପହଞ୍ଚି,…

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌର ପରିଷଦର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାୟଗଡ଼ା: ପ୍ରତିବର୍ଷର ପରମ୍ପରାକୁ ଅଗ୍ରସର କରି, ଚଳିତ ବର୍ଷ ମଧ୍ୟ “ସ୍ୱାୟତ୍ତ ଶାସନ ଦିବସ – ୨୦୨୫” କୁ ଆଡମ୍ବରରେ ପାଳନ କରାଯାଇଛି । ଏହା ଅନୁସାରେ, ୨୦ ଅଗଷ୍ଟ ୨୦୨୫ ତାରିଖ ସକାଳ ୮ଟାରେ ରାୟଗଡ଼ା ପୌରପରିଷଦ ତରଫରୁ ଅଣ୍ଟାରିଗୁଡା…

ଉତ୍କଳ ଆଲୁମିନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଭାଗିତାରେ ରକ୍ତଦାନ ଶିବିର ଆୟୋଜିତ 229 ୟୁନିଟ୍‌‌ ରକ୍ତ ସଂଗୃହିତ।

କାଶୀପୁର,୧୪/୮; ରାୟଗଡ଼଼ା ଜିଲ୍ଲା କାଶୀପୁର ବ୍ଲକ ନୂଆପଡ଼ାସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନେସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ତରଫରୁ ସ୍ଥାନୀୟ କ୍ଲବ ହାଉସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ 229 ଜଣ ସ୍ୱେଛାକୃତ…

ରାୟଗଡ଼ାରେ ଜନଶୁଣାଣୀ ବିଫଳ ଓ ଖଣିକୁ ବିରୋଧ କଲେ ଗ୍ରାମବାସୀ।

ରାୟଗଡ଼ା: “ଜନ ନଥାଇ ଜନଶୁଣାଣୀ” ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ଜିଲ୍ଲା ସଦର ବ୍ଲକର ବଡ଼ ଇରୁକୁବାଡ଼ି ପଞ୍ଚାୟତରେ। ବଲାପାଡ଼ୁ କ୍ୱାର୍ଜ ଏବଂ କ୍ୱାର୍ଜାଇଟ ଖଣି ଉତ୍ପାଦନ ପାଇଁ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ତରଫରୁ ଆୟୋଜିତ ଜନଶୁଣାଣୀକୁ ସ୍ଥାନୀୟ ଲୋକେ ବିରୋଧ…

ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଅନୁଷ୍ଠିତ।

ତା ୧୨.୦୮.୨୦୨୫ ରିଖ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ମିଳିତ ସମନ୍ଵୟରେ ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଦିବା ୧୦.୦୦ ଘଟିକା ସମୟରେ ଗାନ୍ଧୀ ପାର୍କ ନିକଟସ୍ଥ ଅଶୋକ…

ଓଡ଼ିଶାର ଦୁର୍ଗମ ଗ୍ରାମ ଅଞ୍ଚଳଗୁଡିକରେ ଏବେ ଆଶା ଓ ସ୍ୱାସ୍ଥ୍ୟ ଆଣୁଛି “ନିରୋଗଶାଳା” । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା “ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍‌” ଦ୍ୱାରା ଚାଳିତ ଏହି ସିଏସ୍‌ଆର ପ୍ରକଳ୍ପ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଞ୍ଚ, ଗୋପିନାଥପୁର ଭଳି ଅତ୍ୟନ୍ତ ଦୁର୍ଗମ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍ପେନସାରୀ ସ୍ଥାପନ କରି ସଫଳତାର ସହିତ ଚାଳିତ ହେଉଛି।

ଏହି ସିଏସ୍‍ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ନିରୋଗଶାଳା ସ୍ୱାସ୍ଥ୍ୟଯତ୍ନ ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି ।…

ଜେ.କେ. ପେପର୍‌ ମିଲ୍‌ ଓ ଏଲ୍.ଭି. ପ୍ରସାଦ ଆଖି ଅସ୍ପତାଳ ଦ୍ୱାରା ଚକ୍ଷୁ ଶିବିର।

ରାୟଗଡା, ଓଡିଶା – 26 ଜୁଲାଇ 2025 ପିତେଶ୍‌ ଗ୍ରାମରେ ଜେ.କେ. ପେପର୍‌ ମିଲ୍‌ ତଥା ଏଲ୍.ଭି. ପ୍ରସାଦ ଆଖି ଇନ୍‌ଷ୍ଟିଟ୍ୟୁଟ୍‌ ର ସହଯୋଗରେ ଏକ ଦିନିଆ ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ 59 ଜଣ ଗ୍ରାମବାସୀଙ୍କ ଚକ୍ଷୁ…

error: Content is protected !!