ବିଶ୍ୱ ରକ୍ତଦାତା ଦିବସରେ ସିଆରପିଏଫ୍ ୪ର୍ଥ ବାଟାଲିୟନ ଓ ଡ଼. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର, ସଂଗୃହୀତ ହେଲା ୨୫ ୟୁନିଟ୍ ରକ୍ତ।

ରାୟଗଡା, ୧୪ ଜୁନ: ବିଶ୍ୱ ରକ୍ତଦାତା ଦିବସ ଅବସରରେ ସିଆରପିଏଫ୍ ୪ର୍ଥ ବାଟାଲିୟନ, ରାୟଗଡା ଏବଂ ଡ଼. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ, ରାୟଗଡାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ବ୍ଲଡ୍ ସେଣ୍ଟର, ରାୟଗଡାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ…

ରାୟଗଡାରେ ଶ୍ରୀ ଭୀମସେନ ନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର।

ରାୟଗଡା: ଡକ୍ଟର ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ୍ ରାୟଗଡା ଏବଂ ଗ୍ରୁପ୍ ୱାନ୍ ସିକ୍ୟୁରିଟି ସର୍ଭିସେସ୍ ରାୟଗଡା ତରଫରୁ, ଶ୍ରୀ ଭୀମସେନ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପୂର୍ବ ସନ୍ଧ୍ୟାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ଶ୍ରୀମା’ ସମଲାଇ…

ଉତ୍କଳ ଆଲୁମିନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଭାଗିତାରେ ରକ୍ତଦାନ ଶିବିର ଆୟୋଜିତ 229 ୟୁନିଟ୍‌‌ ରକ୍ତ ସଂଗୃହିତ।

କାଶୀପୁର,୧୪/୮; ରାୟଗଡ଼଼ା ଜିଲ୍ଲା କାଶୀପୁର ବ୍ଲକ ନୂଆପଡ଼ାସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନେସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ତରଫରୁ ସ୍ଥାନୀୟ କ୍ଲବ ହାଉସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ 229 ଜଣ ସ୍ୱେଛାକୃତ…

ରକ୍ତ ଦାନ ମହତ ଦାନ: ଶିବ ପ୍ରସାଦ ଦୋରା।

ରାୟଗଡ଼: ରକ୍ତ ଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ ଦୋରା। ସମ୍ବାଦ…

error: Content is protected !!