ନବରଙ୍ଗପୁରରେ ଅନୁଷ୍ଠିତ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ପୂର୍ତ୍ତି ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ।

ଆଜି ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ଓଡ଼ିଶାରେ ବିଜେପି ଶାସନ ଆସିବାର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ସରକାରର ଅନ୍ୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ବିଭିନ୍ନ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ସମ୍ମିଳନୀରେ କହାଯାଇଛି ଯେ, ଏହି ୧୧ ବର୍ଷରେ ଦେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକାଶ ଏବଂ ଗୁଡ଼ ଗଭର୍ନନ୍ସ ଦ୍ୱାରା ଅନେକ ନୂଆ ଐତିହାସିକ ପାଇଦା ହୋଇଛି। ପୂର୍ବ-ଭାରତକୁ ବିକାଶର ପ୍ରାଥମିକତା ମିଳିଛି, ଓଡ଼ିଶା ସେଥିରେ ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱାରା ପ୍ରସ୍ତୁତି ନେଉଛି।

Leave a Reply

Your email address will not be published. Required fields are marked *

error: Content is protected !!