ରାୟଗଡ଼ା, ୦୪ ସେପ୍ଟେମ୍ବର:ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୨୫ ଶିକ୍ଷାବର୍ଷର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଦିଗ୍ଦର୍ଶନ ଏବଂ ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ,…
ରାୟଗଡ଼ା ୦୩/୦୯/୨୫ : କୋଡିଙ୍ଗାମାଳି ପାରିପାର୍ଶ୍ୱିକ ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କର ଲିଖିତ ଅଭିଯୋଗ ଆଧାରରେ ପୁଣିଥରେ ବଡ଼ ପ୍ରଶ୍ନ ଉଠିଛି – ସ୍ଥାନୀୟ ଯୁବକ–ଯୁବତୀମାନଙ୍କୁ ନିଯୁକ୍ତି ନାହିଁ, ଅଞ୍ଚଳରେ ଉନ୍ନୟନ ନାହିଁ, ତେବେ ଖଣି ଚାଳିବ କିପରି?୨୦୧୭ ମସିହାରୁ ଓଡିଶା ଖଣି…
ରାୟଗଡ / ଗୁଣପୁର / ରାମନାଗୁଡ଼ା, ତାରିଖ ୦୩-୦୯-୨୦୨୫ : ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି, ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ । ସେ ପ୍ରଥମେ କରଡା ଗ୍ରାମକୁ ଯାଇ…
କୋରାପୁଟ: କୋଡୀଙ୍ଗାମାଳିରେ ବେଦାନ୍ତ କମ୍ପାନୀଙ୍କ ଖନନ ପ୍ରସ୍ତାବକୁ ନେଇ ପୁଣିଥରେ ଅସନ୍ତୋଷର ସ୍ୱର ଉଠିଛି । “ଆଉ ବେଦାନ୍ତ ର ମନମାନି ଚଳିବ ନାହିଁ” — ଏହି ସ୍ଲୋଗାନ୍ ସହିତ ସ୍ଥାନୀୟ ଲୋକଙ୍କର ପ୍ରତିବାଦ ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ପହଞ୍ଚିଛି ।ଗ୍ରାମବାସୀଙ୍କ…
ରାୟଗଡା: ଡକ୍ଟର ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ୍ ରାୟଗଡା ଏବଂ ଗ୍ରୁପ୍ ୱାନ୍ ସିକ୍ୟୁରିଟି ସର୍ଭିସେସ୍ ରାୟଗଡା ତରଫରୁ, ଶ୍ରୀ ଭୀମସେନ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପୂର୍ବ ସନ୍ଧ୍ୟାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ଶ୍ରୀମା’ ସମଲାଇ…
ରାୟଗଡ଼ା: ୩୦ ଅଗଷ୍ଟ ୨୦୨୫ ତାରିଖରେ ମୁମ୍ବାଇ ଜୋନାଲ୍ ୟୁନିଟ୍ର ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଦଳ ରାୟଗଡ଼ା ଜିଲ୍ଲାର କୋଳନାରା NH ପଥର ପାର୍ଶ୍ୱରେ ଗୁପ୍ତ ସୂଚନା ଆଧାରରେ ଅଚମ୍କା ଚଢ଼ାଉ କରିଥିଲେ । ଏହି କାର୍ଯ୍ୟରେ ଦୁଇଟି ଚିତ୍ତଳଚର୍ମ (Leopard…