ରାୟଗଡା: ଆଜି ରାୟଗଡା ରେଳ ଷ୍ଟେସନ ଅଞ୍ଚଳରେ ଅବକାରୀ ବିଭାଗ ଓ ରେଳବାଇ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ 23 କିଲୋଗ୍ରାମ ଗଞ୍ଜେଇ ସହିତ ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା…