ରୁଦ୍ରପ୍ରୟାଗରେ ମେଜର ହେଲିକପ୍ଟର ଦୁର୍ଘଟନା – କେଦାରନାଥ ରୁଟ୍‌ରେ ବିପଦ, ୫–୭ ଜଣ ଯାତ୍ରୀ ଥିବା ଅନୁମାନ।

କେଦାରନାଥ ଯାତ୍ରା ରୁଟ୍‌ରେ ଆଜି ଗମ୍ଭୀର ଦୁର୍ଘଟନା ଘଟିଛି। ରୁଦ୍ରପ୍ରୟାଗ ନିକଟରେ ଏକ ହେଲିକପ୍ଟର ବିପର୍ୟସ୍ତ ହୋଇ ଦୁର୍ଘଟିତ ହୋଇଛି। ଆଶଙ୍କା କରାଯାଉଛି ଯେ ଖରାପ ପାଣିପାଗ ଏହି ଦୁର୍ଘଟନାର ପ୍ରଧାନ କାରଣ ହୋଇପାରେ। ହେଲିକପ୍ଟରରେ ୫ ରୁ ୭ ଜଣ…

error: Content is protected !!