ରାୟଗଡା ରେଳବାଇ ଷ୍ଟେସନରେ ମେଧା ପାଟକରଙ୍କୁ ଅଟକ।

ଆଜି ହେଉଛି ବିଶ୍ଵ ପରିବେଶ ଦିବସ ରେ ଆଜି କାଶିପୁର ବକୁ ସୁଙ୍ଗେରେ ପ୍ରାକୃତିକ ସମ୍ପଦ ସୁରକ୍ଷା କାର୍ଯ୍ୟକ୍ରମକୁ ଆସିଥିବା ମେଧା ପାଟକରଙ୍କୁ ଅଟକ ପାଇଁ ରାୟଗଡ଼ା ରେ ପୋଲିସ ପକ୍ଷରୁ ଚାଲିଛି ଚେଷ୍ଟା। ସୁଙ୍ଗେରରେ ମେଧା ନପହଞ୍ଚିବା ପାଇଁ ପୋଲିସ ର ଯୋଜନା।

Leave a Reply

Your email address will not be published. Required fields are marked *

error: Content is protected !!