Terrorists will demolish Puri “Srimandir”, Alarming messages on temple passage walls shock everyone.

ପୁରୀ: ଆଜି ସକାଳେ ଶ୍ରୀମନ୍ଦିର ପରିସରରେ ଏକ ଆତଙ୍କଜନକ ଘଟଣା ଘଟିଛି। ଶ୍ରୀମନ୍ଦିରର ପରିକ୍ରମା ପଥର କାନ୍ତରେ ହସ୍ତଲିଖିତ ଭାବେ ଏକ ଧମକିମୂଳକ ସନ୍ଦେଶ ପାଇଯାଇଛି, ଯେଉଁଥିରେ ଲେଖାଯାଇଛି — “ଆତଙ୍କବାଦୀମାନେ ଶ୍ରୀମନ୍ଦିରକୁ ଧ୍ୱଂସ କରିଦେବେ, ମୋତେ ଫୋନ୍‌ କର, ନହେଲେ…

error: Content is protected !!