ସମ୍ପୂର୍ଣତା ପାଇଁ ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l

ରାୟଗଡ଼:-ତା. ୩୦/୦୭-ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ସମ୍ପୂର୍ଣ୍ଣତା ସମାରୋହ କାର୍ଯ୍ୟକ୍ରମରେ ଗତ ତା ୨୯/୦୭/୨୫ରିଖରେ ରାୟଗଡ଼ ଜିଲ୍ଲାର ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ…

error: Content is protected !!